୧୮ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉଦଘାଟନ୧୬୦ ଦେଶରୁ ୫୦୦୦ ରୁ ପ୍ରବାସୀ ଜନତା ମଇଦାନରେ

ଖୋର୍ଦ୍ଧା(ସଞ୍ଜୀବ କୁମାର):-୧୬୦ ଦେଶରୁ ୫୦୦୦ ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସମୂହ ଏବଂ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଆଜି ଜନତା ମଇଦାନରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ। ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ଦେଶର ପ୍ରମୂଖ ସ୍ଥାନ ଭ୍ରମଣ କରେଇବାକୁ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ।

You might also like
error: Content is protected !!