ବିକାଶ ଖୋଜୁଛି ଢେପାସାହି

ଆର,ଉଦୟଗିରି(ମନୋଜ କୁମାର ପାଢୀ) - ଗଜପତି ଜିଲ୍ଲା ଏକ ଦୁର୍ଗମ ଜିଲ୍ଲା ହୋଇଥିବା ବେଳେ ସରକାର ଏହାର ବିକାଶ ଲାଗି କୋଟି କୋଟି ଅର୍ଥ ମଞ୍ଜୁର କରିଥାନ୍ତି । ତେବେ ସ୍ଵାଧୀନତା ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ବିକାଶର ସ୍ଵାଦ ଚାଖି ପାରିନାହିଁ ।ଏ ହେଉଛି ବିକାଶ ଠାରୁ ବହୁ ଦୂରରେ ଥିବା…

ଜିଲ୍ଲାପାଳଙ୍କ ଦିନିକିଆ ଛେଳାଗଡ ପରିଦର୍ଶନ, ୩୯ଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରବେଶ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଅନ୍ତର୍ଗତ ଛେଳାଗଡ ପଞ୍ଚାୟତକୁ ଜିଲ୍ଲାପାଳ ଦିନକିଆ ପରିଦର୍ଶନ ଆସି ସ୍ବତନ୍ତ ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଛେଳାଗଡ ଗ୍ରାମ ପଞ୍ଚାୟତ ଗ୍ରସ୍ତ ଆସି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କ…

ରାଜଧାନୀ ଭୁବନେଶ୍ଵରରେ ୫ଦିନିଆ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ଏସ.ଏମ.ପି):-ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବମୁଖର ରାଜଧାନୀ। ୮ରୁ ତିନିଦିନ ଧରି ଜନତା ମ‌ଇଦାନରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥିଲା। ଏଥିରେ ପ୍ରାୟ ୫ହଜାର ପ୍ରବାସୀ ଭାରତୀୟ ସାମିଲ ହୋଇଥିଲେ।ଏହାକୁ ନେଇ ୭ ଅର୍ଥାତ ଦିନକ ପୂର୍ବରୁ ରାଜଧାନୀରେ ସାଂସ୍କୃତିକ ଭାବାବେଗ…

ପରକ୍ରିୟା ପ୍ରୀତି ହତ୍ୟାକାଣ୍ଡର ୬ ଦିନ ପରେ ସ୍ବାମୀ, ସ୍ତ୍ରୀ ଓ ପୁତୁରା ଗିରଫ ପୁଲିସ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଅଡବା ଥାନା ଅଧୀନ କାଲେମା ଗାଁର ମହିଳା ଲକ୍ଷ୍ୟହୀରା ନାୟକଙ୍କ ମୃତ ଦେହ ନିକଟ ଜଙ୍ଗଲରୁ ମିଳିବା ପରେ ତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଯାଇଛି । ତାଙ୍କ ସ୍ବାମୀ ଧମେନ୍ଦ୍ର ନାୟକ(38), ସଉତୁଣି ତଥା ଧର୍ମେନ୍ଦ୍ରଙ୍କ ଦ୍ବତୀୟ ସ୍ତ୍ରୀ…

ତାରାତାରିଣୀ ଛକ ରେ ବଣିକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ତାରାତାରିଣୀ ଛକ ରେ ବଣିକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ । ନୂତନ ବର୍ଷ କୁ ସ୍ବାଗତ କରି ଗଞ୍ଜାମ ଜିଲ୍ଲା ର ତାରାତାରିଣୀ ଛକ ରେଥିବା ବଣିକ ସଂଘ ତରଫରୁ ଯୁବଗୋଷ୍ଠୀ ଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏଥିରେ ସ୍ଥାନୀୟ…

ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ :ତିନି ଦିନ ବ୍ୟାପି ମା ଜଟିଆଣି ଯୁବକ ସଙ୍ଘ ତରଫରୁ 49ତମ ଶାମ୍ବ ଦଶମୀ ମହୋତ୍ସବ ପାଳନ

ଖୋର୍ଦ୍ଧା (ସଞ୍ଜୀବ କୁମାର):-ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ ଜଟଣୀ ପାତ୍ରପଡା ଠାରେ ମା ଜଟିଆଣି ଙ୍କର ତା 8/9/10ତିନି ଦିନ ବ୍ୟାପି ମା ଜଟିଆଣି ଯୁବକ ସଙ୍ଘ ତରଫରୁ 49ତମ ଶାମ୍ବ ଦଶମୀ ମହୋତ୍ସବ ପାଳନ ହୋଇ ଆଜି ଉଜାପନ ହୋଇ ଯାଇଛି 8ତାରିଖ ଦିନ ରାତ୍ରରେ ଠାକୁରାଣୀ ଙ୍କ ଗାଁ ପରିକ୍ରମା…

ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

ଆର,ଉଦୟଗିରି(ମନୋଜ ପାଢୀ)-: ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ-୨୦୨୫ ର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…

ମୁଖ୍ଯ ସଡକ କଡରୁ ମାଛ ବେପାରୀଙ୍କୁ ହଟାଇଲା ‘ଏନ୍ଏସି’ ପ୍ରଶାସନ

ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ମଦନ ମୋହନ ଛକ ନିକଟସ୍ଥ ବିରଞ୍ଚି ନାରାୟଣ ମାର୍କେଟ କମ୍ପ୍ଲେକ୍ସ-୧ ସମ୍ମୁଖ ରାସ୍ତା କଡରେ ଦୀର୍ଘ ଦିନ ଧରି ବସି ଆସୁଥିବା ମାଛ ବେପାରୀଙ୍କୁ ଆଜି ପ୍ରଶାସନ ହଟାଇଛି । ସଂପୃକ୍ତ ମାଛ ବେପାରୀମାନେ ଏନ୍ଏସି ପକ୍ଷରୁ ନିର୍ମିତ ମାଛ ଓ ମାଂସ ବିକ୍ରୟ…

ବୁଲାପଶୁଙ୍କ ପ୍ରାଦୁର୍ଭାବ ପ୍ରତି ରୋକ ପାଇଁ ମହାନଗର ନିଗମର ବୈଠକ

ବ୍ରହ୍ମପୁର;(ବିଚିତ୍ର ସାହୁ,୧୦/୦୧): ବୁଲା ଗୋରୁଗାଈଙ୍କ ନିଗମ ଅଞ୍ଚଳରେ ରାସ୍ତା ଅବରୋଧ ଓ କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ପ୍ରଭାବିତକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ବ୍ରହ୍ମପୁର ମହାନଗର ନିଗମ ତତଫରୁ ମେୟର ସଙ୍ଘମିତ୍ରା ଦଳାଇଙ୍କ ସଭାପତିତ୍ବରେ ତାଙ୍କ କାର୍ଯ୍ୟାଳୟ…
error: Content is protected !!