ପୂର୍ବତନ ବିଡିଏ ଚେୟାରମେନ କୈଳାସ ରଣାଙ୍କ ପିତୃ ବିୟୋଗ
ବ୍ରହ୍ମପୁର:,ପୂର୍ବତନ ବିଡିଏ ଚେୟାରମେନ କୈଳାସ ରଣା ଙ୍କ ପିତା ତଥା ବରିଷ୍ଠ ଲୋକ କଳାକାର ଶ୍ରୀ ଗୋବିନ୍ଦ ରଣା ଙ୍କ ଆଜି ଭୋର ରେ ସ୍ୱର୍ଗବାସ ହୋଇଯାଇଛି, ମୃତ୍ୟୁ ବେଳ କୁ ତାଙ୍କୁ 92ବର୍ଷ ହୋଇଥିଲା । ସେହାସ୍ୟ ରସାତ୍ମକ ମାଧ୍ୟମ ରେ ଲୋକ କଳା ର ପ୍ରଚାର କରିଥିଲେ ।ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ ।ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ତାଙ୍କ ପୁତ୍ର ତଥା ପୂର୍ବତନ ବିଡିଏ ଚେୟାରମେନ କୈଳାସ ରଣା,ପୂର୍ବତନ ସରପଞ୍ଚ ପ୍ରକାଶ ରଣା.ରମେଶରଣା,ଶଙ୍କର ରଣା ଝିଅ ଓ ଜୋଇଁ ଉପସ୍ଥିତ ଥିଲେ । ତାଙ୍କ ଶେଷ କୃତ୍ୟ ରେ ବି ଜେ ଡି ନେତା ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଉମାନାୟକ, ମଳୟ ବିଷୋୟୀ,କୈଳାଶ ରଣା ଶଙ୍କର ରଣା ରମେଶ ରଣା ପ୍ରକାଶ ରଣା ଝିଅ ଜୋଇଁ ସୁବାସ ମହାରଣା ଉମା ନାୟକ ମଳୟ ବିଷୋୟୀ ଅଜୟ ମହାରଣା ଆଡୋଭେଟ ମନୋଜ ପାଢ଼ୀ,ନିର୍ଦ୍ଦେଶକ ମଦନ ମିଶ୍ର ରବିଵାରିକ ରାଧାନାୟକ ଲୋକନାଥ ଚୈଧୁରୀ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।