ଭିନ୍ନ କ୍ଷମଙ୍କୁ ଅଟୋ :ଖୁସିରେ ପରିବାର ବର୍ଗ


ତୁମୁଡିବନ୍ଧ(ସୁକାନ୍ତ କୁମାର ତ୍ରିପାଠୀ)ଭିନ୍ନ କ୍ଷମ ସୁରେନ୍ଦ୍ର ବେରୁକ ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତିନି ଚକିଆ ଯାନ ଅଟୋ ମିଳିଛି. ଏହାକୁ ନେଇ ସୁରେଦ୍ର ପରିବାର ବର୍ଗ ଖୁସି ଅନୁଭବ କରିଛନ୍ତି. ଦୀର୍ଘ ଦିନ ଧରି ଭିନ୍ନ କ୍ଷମ ସ୍ଵରେନ୍ଦ୍ର ଘରୁ ଯିବା ଆସିବ ପାଇଁ ବାଉଁଶ ବାଡ଼ି କୁ ନିଜର ସାହାରା କରି ଯିବା ଆସିବା କରୁଥୁଲେ. ଏଥିପାଇଁ ତାଙ୍କୁ ବହୁ ଅସୁବିଧା ରେ ସନମୁଖୀନ ହେଉଥିଲେ. ବ୍ଲକ କୁ ଘରୁ, ଘରୁ ପଂଚାୟତ କୁ ସାହାଯ୍ୟ ପାଇଁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ. ଏବେ କିନ୍ତୁ ସରକାର ତାଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିବାରୁ ସେ କନ୍ଧମାଳ ତୁମୁଡିବନ୍ଧ ବ୍ଲକ ବିଜେପି ସଭାପତି ସରମେଶ୍ୱର ମାଝୀ, ମଣ୍ଡଳ ଉପଦେଷ୍ଟା ରବିଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ କର୍ମୀ ବଳଭଦ୍ର ରାଉତ, ପ୍ରମୁଖଙ୍କୁ ଧନ୍ୟବାଦ ଦେଇଛନ୍ତି.

You might also like
error: Content is protected !!