ପୋଷ୍ଟର ଘଟଣାକୁ ନିନ୍ଦା

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସାମ୍ବାଦିକଙ୍କୁ ମନା ନେଇ ପୋଷ୍ଟର ଲାଗିଥିଲା l ଯାହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି l ବ୍ରହ୍ମପୁର ପ୍ରେସ କ୍ଲବ ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ନେଇ ଦୃଢ଼ ନିନ୍ଦା କରିଛି। ଆଜି କ୍ଳବର…

ଅଜଣା ଗାଡ଼ି ଧକ୍କାରେ ମାଁ ଏବଂ ଝୀଅ ଗୁରୁତ୍ୱର

ଆର,ଉଦୟଗିରି(ମନୋଜ କୁମାର ପାଢୀ)-ତା ୨୧/୧/୨୫ ଗଜପତି ଜିଲ୍ଲା ରା,ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ କାର୍ତ୍ତୀକା ଗମାଙ୍ଗ ହାଇସ୍କୁଲ ନିକଟରେ ସଖାଳୁ ପ୍ରାୟ ୯ ଘଣ୍ଟିକା ସମୟରେ ଏକ ଅଜଣା ଗାଡ଼ି ଦୁଇଜଣଙ୍କୁ ଧକା ମାରି ଚାଲିଗଲା , ଫଳରେ ମା ଝୀଅ ଗୁରୁତ୍ୱର ,ଏମାନେ ହେଲେ ମହେନ୍ଦ୍ରଗଡ଼…

ଭିର୍ଣ୍ଣକ୍ଷମ ଶିବିର ପାଇଁ ପ୍ରସ୍ତୁତି ବୈଠକ,

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲରେଅଧକ୍ଷା ପିଙ୍କି ବେହେରାଙ୍କ ଅଧକ୍ଷତରେ ଏହି ବୈଠକ ଆରମ୍ଭ ହୋଇଥିଲା | ଏହି ବୈଠକରେ ବିଡ଼ିଓଙ୍କ ବଦଳି ପରେ ତାଙ୍କ ଦାଇତ୍ୱରେ ଥିବାଭାର ପ୍ରାପ୍ତ ତହସିଲଦାର ବିନୋଦ କୁମାର ବେହରାଙ୍କ ସଂଯୋଜନାରେ ବ୍ଲକ ନିର୍ବାହୀ…

ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବୁଗୁଡା ,୨୧/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ କ୍ରୀଡା ଉତ୍ସବ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ପୌରହିତ୍ଯରେ…

ବ୍ଲକ ସ୍ତରୀୟ କିଶୋର ଓ କିଶୋରୀଙ୍କ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

ବୁଗୁଡ଼ା,୨୧/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବ୍ଲକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ କିଶୋର ଓ କିଶୋରୀଙ୍କ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବବିତା କୁମାରୀ ପଣ୍ଡାଙ୍କ…

କାର ସହ ଦେଶୀ ମଦ ଜବତ : ଜଣେ ଗିରଫ

ନୟାଗଡ଼(ପ୍ରଭାକର ଶିରୋମଣି ) ୨୧ l୧ ଖଣ୍ଡପଡା ବ୍ଳକ ସୀମାନ୍ତ କଣ୍ଟିଲୋ ନିକଟସ୍ଥ ସିଧାମୂଳା ମହାନଦୀ ସେତୁ ମଧ୍ୟ ଦେଇ ବହୁତ ଚୋରା.କାରବାର ଚାଲି ଥିଲା ବେଳେ ନିକାଞ୍ଚନ ସ୍ଥାନ ର ସୁବିଧା ଦେଖି ଅପରାଧୀ ମାନେ ଖସି ପଳାଉଥିବା ଅଭିଯୋଗ ହେଉଛି l ସୂଚନା ଯୋଗ୍ୟ ସିଧାମୁଳା ପର୍ଯ୍ୟଟନ କେନ୍ଦ୍ର…

ଅନୁସୂଚିତ ଜାତି ମୋର୍ଚାର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ଅନୁଚୁଚିତ ଜାତି ମୋର୍ଚା ର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଠାରେ ଥିବା ମା' ମଙ୍ଗଳା କଲ୍ୟାଣ ମଣ୍ଡପ ଠାରେ ମୋର୍ଚ୍ଚାର ଆବାହକ ତଥା ପାଣ ସମାଜ ର ପୂର୍ବତନ ଜିଲ୍ଲା ସଭାପତି…

ମେଗା ସ୍ବାସ୍ଥ୍ୟ ଶିବିର

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ): ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସହରୀ ବ୍ୟାଙ୍କ ସଭାପତି ଓ ରାଧା କୃଷ୍ଣ ବଣିକ ସଂଘ ସଭାପତି ଆର ମୁରଲୀ ମୋହନଙ୍କ ଜନ୍ମ ଦିନ ଅବସରରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଏହି ୧୪ତମ ମେଗା ରକ୍ତ ଦାନ ଶିବିରରେ ୩୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି l…
error: Content is protected !!