ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):-ଶ୍ରୀ ଶ୍ରୀ ଶ୍ରୀ ପ୍ରଭୁ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସଵ ଆରମ୍ଭ ହୋଇଛି l ଲାଞ୍ଜିପଲ୍ଲୀ ମୁଖ୍ୟ ରାସ୍ତାରେ ୩ଦିନ ତଥା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ l କଳସ ଯାତ୍ରା କାର୍ଯ୍ୟକ୍ରମରେ ବହୁ ମହିଳାଙ୍କ ସମେତ ଯୁବ ସମାଜସେବୀ ସୁନୀଲ ବିଶୋଇ…

ଶିରୁଳି ମହାବୀର ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି

ଖୋର୍ଦ୍ଧା (ସଞ୍ଜୀବ କୁମାର): ପୁରୀ ଜିଲ୍ଲା ଶିରୁଳି ମହାବୀର ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ପ୍ରଥମେ ଟ୍ରାନସଫର୍ମର୍‌ରୁ ଲାଇନ୍ କାଟିବା ପରେ ଲୁଟ୍ ହୋଇଥିବା ଜଣାପଡ଼ିଛି। ହୁଣ୍ଡିରୁ ୫ରୁ ୭ ଲକ୍ଷ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି।ଭିତର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା…

ପିପୁଲ୍ସ କଲେଜର ୪୭ତମ ବାର୍ଷିକ କ୍ରୀଡା ଉଦଘାଟିତ

ବୁଗୁଡା,୨୦/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ୪୭ତମ ବାର୍ଷିକ କ୍ରୀଡାର ଶୁଭାରମ୍ଭ ହୋଇଯାଇଛି । ନିକଟସ୍ଥ ଠାକୁରାଣୀ ମନ୍ଦିରରୁ କ୍ରୀଡା ଜ୍ୟୋତି ଆସି ପହଞ୍ଚିବା ପରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ଦ୍ବାରା କ୍ରୀଡା ପତାକା ଉତ୍ତୋଳନ ସହ ପ୍ରତିଯୋଗୀଙ୍କ ସାମୁହିକ ଶପଥ…

ନୀଳମାଧଵ ପୀଠରେ ପ୍ରବଳ ଭିଡ଼ 

ନୟାଗଡ଼(ପ୍ରଭାକର ଶିରୋମଣି ):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ରବିବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l ଏହି ଅବସରରେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ୱ ଦର୍ଶକ ବିଭିନ୍ନ ଅଞ୍ଚଳ ରୁ ଆସି ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିବା ଦେବୋତ୍ତର ବିଭାଗ ଠାରୁ ପ୍ରକାଶ l        …

ଅଭିଭାବକଙ୍କ ଏକ ଦିବସୀୟ ତାଲିମ ଶିବିର

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରକାରୀ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଭାବକଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ମୁଖ୍ଯ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର,…

ନୀଳମାଧଵ ପୀଠରେ ପ୍ରବଳ ଭିଡ଼ 

 ନୟାଗଡ଼ ( ପ୍ରଭାକର ଶିରୋମଣି )୨୦ l ୧ : ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ରବିବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l ଏହି ଅବସରରେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ୱ ଦର୍ଶକ ବିଭିନ୍ନ ଅଞ୍ଚଳ ରୁ ଆସି ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିବା ଦେବୋତ୍ତର ବିଭାଗ ଠାରୁ ପ୍ରକାଶ l…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ..

ଆର,ଉଦୟଗିରି(ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା…

କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ପାଳନ

ଆର,ଉଦୟଗିରି (ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ , ଜେ. ଆର୍. ସି. ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ଧାନର କଟନୀ ଛଟନିକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି ,

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାସ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଚାଷୀ ମାନେ କଟନୀ ଛଟନୀ କୁ ବିରୋଧ କରି ଆନ୍ଦୋଳନ ପାଇଁ ବସି ଥିଲେ | ଧାର କରଜ କରି କିମ୍ବା ବେଙ୍କ ରୁ ରୁଣ ଆଣି ଧାନ ପରିବା ଚାଷ କରି ଥିଲେ | ତେବେ…

ପୁରୁଷୋତ୍ତମପୁର ବ୍ଲକର ଚାଷୀ ଧାନ ନେଇ ମିଲରେ ହଟହଟା,

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବ୍ଲକର ରଣଝାଲି ପଞ୍ଚାୟତ ଅନ୍ତର୍ଗତ ହତାପୁର ଗ୍ରାମର ବରିଷ୍ଟ ଚାଷୀ ସୂର୍ଯ୍ୟ ନାରାୟଣ ସାବତ ତାଙ୍କର ଟୋକେନ ସହିତ ଧାନ ଧରି ଭାଟ କୁମାରଡ଼ା ନିକଟ ସାବତ ମିଲ ଧାନ ମଣ୍ଡିକୁ ଧାନ ଦେବା ପାଇଁ ଯାଇଥିଲା ବେଳେ ମିଲରଙ୍କ ଦୁର୍ବ୍ୟବହାର…
error: Content is protected !!