ପଦସ୍ଥ ଅଧିକାରୀ ମାନଙ୍କ ମନ୍ଦିର ପ୍ରକଳ୍ପ ମିଳିତ ପରିଦର୍ଶନ
ନୟାଗଡ( ପ୍ରଭାକର ଶିରୋମଣି ) ୨୯ l ୧ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ ରାଜ୍ୟ ସରକାର ଙ୍କ ଦ୍ୱାରା ବିକାଶ କରିବା ପାଇଁ ତତ୍କାଳୀନ ବିଜେଡି ସରକାରଙ୍କ ଆର୍ଥିକ ଅନୁଦାନରେ ଚାଲିଥିବା ବେଳେ ଏହାର ସମୀକ୍ଷା ପାଇଁ ମିଳିତ ଭାବେ ଆଜି ରାଜ୍ୟ ପ୍ରତ୍ନ!-->…