ନୀଳମାଧଵ ମହାବିଦ୍ୟାଳୟରେ  ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ  ନୀଳ ମାଧବ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା  ନି   ର୍ଦେଶକ କ୍ରମେ + ୩ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶ୍ରୀ ଶରତ କୁମାର ସାହୁ ଙ୍କ ସଭାପତିତ୍ୱରେ ଆଜି ସୋମବାର ଅନୁଷ୍ଠିତ ହୋଇଥିଲା ଏହି ଆତ୍ମରକ୍ଷା  କୌଶଳ ସମସ୍ତ  କ୍ଲବ ର ସଭ୍ୟ ଉପସ୍ଥିତ ରହିବା ସହ ସଂସ୍କୁତ ବିଭାଗର ମୁଖ୍ୟ ସୁଶ୍ରୀ ଜୟଶ୍ରୀ ସାହୁ, ସମାଜ ବିଜ୍ଞାନର ଅଧ୍ୟାପିକା  ରଶ୍ମିତା ସାହୁ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପିକା ସୁଶ୍ରୀ ରୀମା ପ୍ରଧାନ ସମସ୍ତ ନିଷ୍ଠା ଓ ଶୃଙ୍ଖଳା ବିଷୟରେ ଆଲୋକପାତ କରିଥିଲେ ସଭାପତି ଶ୍ରୀ ସାହୁ ଆଜିର ସମାଜ ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଛାତ୍ରୀ ମାନଙ୍କ ମାର୍ଗ ଦର୍ଶନ କରିଥିଲେନୀଳମାଧଵ ମହାବିଦ୍ୟାଳୟରେ  ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ  l ମୁଖ୍ୟ ପ୍ରଶିକ୍ଷିକା ସୁଶ୍ରୀ ଜୟଶ୍ରୀ ସାହୁ ଆତ୍ମରକ୍ଷା ପ୍ରଶିକ୍ଷଣ ର ନମୁନା ପ୍ରଦର୍ଶନ କରିଥିଲେ lପ୍ରକଳ୍ପର ସଂଯୋଜିକା ସଂସ୍କୃତ ବିଭାଗ  ଅଧ୍ୟାପିକା ସରଳା ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ୯୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ

You might also like
error: Content is protected !!