କୁକୁଡାଖଣ୍ଡିରେ ବିଜେଡି ପକ୍ଷରୁ ୧୦୯ ତମ ବିଜୁ ଜୟନ୍ତୀ ପାଳିତ ।
କୁକୁଡାଖଣ୍ଡି, (ଇ. ରଞ୍ଜନ):- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ କୁକୁଡାଖଣ୍ଡି ବ୍ଲକ ପରିସରରେ ବିଜେଡି ବ୍ଲକ ସଭାପତି ସୀତାରାମ ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ବ୍ଲକ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ!-->…