ରେଞ୍ଜ ଆଇଜିଙ୍କ ଦାୟିତ୍ଵ ଗ୍ରହଣ

ବ୍ରହ୍ମପୁର,(ରାଜେନ୍ଦ୍ରସାହୁ):- ନୂତନ ଆଇଜି ନୀତି ଶେଖର ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବତନ ଆଇଜି ଡ ସାର୍ଥକ ଷଡ଼ଙ୍ଗୀଙ୍କ ବଦଳି ପରେ ଶ୍ରୀ ଶେଖର ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବେ ଦାୟିତ୍ଵ ଗ୍ରହଣ କରିଥିବା କୁହାଯାଇଛି । ଲୋକେ ସେବା ପାଇପାରିବେ ପୋଲିସର ନଜର ରହିବ । ଆଇନ ଶୃଙ୍ଖଳା ଦିଗରେ ଦୃଷ୍ଟି ରଖାଯିବ । ସୁରକ୍ଷା ଦିଗରେ ଦୃଷ୍ଟି ରହିବ । ମାଓ ଦମନ ଚାଲିବ । ଗଣମାଧ୍ୟମକୁ ଭେଟି ସେ ଆଲୋଚନା କରିଛନ୍ତି l

You might also like
error: Content is protected !!