ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେବାକୁ ଯାଉଛି
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ) :- ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେବାକୁ ଯାଉଛି l ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଥିବାବେଳେ ଶୁଭଖୁଣ୍ଟି ୧୨ତାରିଖରେ ଧାର୍ଯ୍ୟ ହୋଇଛି l ଆସନ୍ତା ୧୨ ତାରିଖ ଦିନ ଶୁଭଖୁଣ୍ଟି ଦିଆଯିବ l ସେହିଦିନ ମାଙ୍କ ଯାତ୍ରା ତାରିଖ ଜଣାଯିବ l ଏହା ନେଇ ଯାତ୍ରା ମୁଖ୍ୟ ପି ଦୁର୍ଗା ପ୍ରସାଦ ଦେଶିବେହେରା ସୂଚାଇ ଦେଇଛନ୍ତି l