ବ୍ରହ୍ମପୁରରେ ୪ ଘଣ୍ଟା ଧରି ଲଗାଣ ବର୍ଷା ସ୍ୱାଭାବିକ ଜୀବନଯାକ, ଅଞ୍ଚଳ

ବ୍ରହ୍ମପୁର, (ବିଚିତ୍ର ସାହୁ):- ଆଜି ମଧ୍ୟାହ୍ନ ୧୨ ଟା ଠାରୁ ମେଘ ଧରି ବ୍ରହ୍ମପୁରରେ କାଳବୈଶାଖୀ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।
କରାପଲ୍ଲୀ ମେଡ଼ିକାଲ ରୋଡ଼ରେ ଏକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ଯୋଗୁଁ ରାସ୍ତା ଅବରୋଧ ହୋଇଯାଇଛି । ଶହ ଶହ ଗାଡ଼ି ମୋଟର ସହ ଆମ୍ବୁଲାନ୍‌ସ ମଧ୍ୟ ରାସ୍ତାରେ ଅଟକି ଯାଇଛି । ବହୁ ସ୍ଥାନରେ ବିଦ୍ୟୁତ ବିଭିନ୍ନ ହେବା ସହ ବର୍ଷା ଜଳ ଯୋଗୁଁ ସହରର ବହୁସ୍ଥାନ ଜଳମଗ୍ନ ହୋଇଯାଇଛି ।

You might also like
error: Content is protected !!