ବିଜେପିର ପ୍ରତିଷ୍ଠା ଦିବସ ପାଳନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ାରେ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଧେଶ କ୍ରମେ ପୋଲସରା ନିର୍ବାଚନ ମଣ୍ଡଳୀ, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମଣ୍ଡଳ ତରଫରୁ ମାଳିଝୋଳା ମନ୍ଦିର ପ୍ରାଙ୍ଗଣରେ…

ସି.ଏମ୍.ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ।

ଆର,ଉଦୟଗିରି(ମନୋଜ ପାଢୀ):- ସି.ଏମ୍.ଟ୍ରଫି ନିମନ୍ତେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ସି.ଏମ. ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏଥିରେ ଜିଲ୍ଲାର…

ଦଣ୍ଡ ନାଚ ପାଇଁ ଯାଉଥିବା ଗାଡି ଓଲଟି ୧୫ ଆହତ

 ନୟାଗଡ,(ପ୍ରଭାକର ଶିରୋମଣି):- ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଦଣ୍ଡ ନାଚ ପାଇଁ ଯାଉଥିବା ଏକ ଭ୍ୟାନ  କଳାକାର ମାନଙ୍କୁ ନେଇ  କଣ୍ଟିଲୋ ନିକଟସ୍ଥ ପଥରଚକଡା ଗ୍ରାମକୁ ଯାଉଥିବା ବେଳେ  ରାଜ୍ୟ ରାଜପଥ ଜାମୁଡାଳିଆ ଠାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ୧୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି  ଆହତ…

ବଡ଼ ରାଧାକାନ୍ତ ମଠରେ ହନୁମାନ ଚାଳିଶା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ

ଆର,ଉଦୟଗିରି,(ମନୋଜ ପାଢୀ ):- ବିବେକାନନ୍ଦ ବେହେରା : ବଡ଼ ରାଧାକାନ୍ତ ମଠରେ ହନୁମାନ ଚାଳିଶା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ରାଧାକାନ୍ତ ମଠ ପରିସରରେ ହନୁମାନ ଚାଳିଶା ଜ୍ଞାନଯଜ୍ଞ ଆୟୋଜିତ ହେଉଛି ! ହନୁମାନ ଚାଳିଶା ଆଧାରିତ ପ୍ରବଚନ…

ବାଲିଗୁଡାରେ ବିଜେପିର ୪୫ ତମ ସ୍ଥାପନା ଦିବସ ପାଳିତ: ଶ୍ରୀରାମ ନବମୀରେ ପଣା ବଣ୍ଟନ

ବାଲିଗୁଡା, ୦୭/୦୪ [ସୁକାନ୍ତ କୁମାର ତ୍ରିପାଠୀ): ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି(ବିଜେପି) ବାଲିଗୁଡା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ୪୫ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ପୂର୍ବତନ ଜିଲ୍ଲା…

ବାଲିଗୁଡା ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା : ୦୭/୦୪ ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଗତକାଲି ପାଳିତ ହୋଇଯାଇଛି । ଏଥିରେ ବାଲିଗୁଡା ତହସିଲଦାର ତଥା ବିଡ଼ିଓ ଦୀପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍‌ ରୂପେ ବାଲିଗୁଡା ଗୋଷ୍ଠୀ ଶିକ୍ଷା…

ବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ହନୁମାନ ମନ୍ଦିରରେ ଶ୍ରୀ ସତ୍ୟସାଇ ଭକ୍ତଉତ୍ସବ କାର୍ଯ୍ୟକ୍ରମ

ବାଲିଗୁଡା,୦୭/୦୪ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ହନୁମାନ ଚାଳିଶା ଓ ଭକ୍ତଉତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି | ୧୧ ଥର ହନୁମାନ ଚାଳିଶା ପାଠ, ସାଇ ଭଜନ ଏବଂ ହୁନୁମାନଙ୍କ ଜୀବନୀ ଆଧାରିତ ସତସଙ୍ଗ ରେ ସମିତି ଏବଂ ସମିତି ବାହାର…

ପିଲାଙ୍କର ପଢ଼ାରେ ମନ ଲାଗୁନାହିଁ କି?

ଭୁବନେଶ୍ୱର,(ଏସ.ଏମ.ପି):- ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ ଶୁଖାଇ ଦିଅନ୍ତି। ବହି ଖୋଲି ବସିଲେ ବି ଧ୍ୟାନ ସେମାନଙ୍କର ଅନ୍ୟତ୍ର ଥାଏ। ହେଲେ ଏମିତି କିଛି ଉପାୟ ଅଛି, ଯାହାକୁ ଆପଣାଇ ପିଲାଙ୍କର ପାଠ…

ଗୁଜରାଟରରେ ଇଫକୋର କାଲୋଲ ଶାଖାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ‘ବୀଜ ଅନୁସନ୍ଧାନ କେନ୍ଦ୍ର “ର…

 ଭୁବନେଶ୍ୱର,(ପି.ଆଇ.ବି):-  କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଗାନ୍ଧୀନଗରରେ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) କାଲୋଲ ଶାଖାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ ଏବଂ ବୀଜ ଅନୁସନ୍ଧାନ କେନ୍ଦ୍ରର…

ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପୂର୍ବରୁ ୭୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ପି.ଆଇ.ବି):-  ଆସନ୍ତାକାଲି ଅର୍ଥାତ୍‌ ୭ ଏପ୍ରିଲ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ । ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି ।…
error: Content is protected !!