ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପୂର୍ବରୁ ୭୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ପି.ଆଇ.ବି):-  ଆସନ୍ତାକାଲି ଅର୍ଥାତ୍‌ ୭ ଏପ୍ରିଲ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ । ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି ।…

ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ…

ଭୁବନେଶ୍ୱର,(ପି.ଆଇ.ବି):-  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ…

ୱାମ୍‌!: ଭାରତରେ ମାଙ୍ଗା ଓ ଆନିମେର ବିକାଶ

ଭୁବନେଶ୍ୱର,(ପି.ଆଇ.ବି):- ରେଶମ୍ ତଲୱାର୍ ସର୍ବଦା ନିଜ ସ୍ୱରର ଶକ୍ତି ଉପରେ ବିଶ୍ୱାସ କରୁଥିଲେ। ଜଣେ ଦୃଷ୍ଟିହୀନ କଳାକାର ଭାବରେ, ସେ ଜାଣିଥିଲେ ଯେ ତାଙ୍କ ସ୍ୱର କେବଳ ଶବ୍ଦଠାରୁ ଅଧିକ ସାମର୍ଥ୍ୟ ବହନ କରେ, ଏହା ଭାବପ୍ରବଣତା, ଅଭିବ୍ୟକ୍ତି ଏବଂ ଚରିତ୍ରଗୁଡ଼ିକୁ ଜୀବନ୍ତ କରିବାର…

ପ୍ଲାଷ୍ଟିକ୍ ପାତ୍ରରେ ଖାଉଥିଲେ ସାବଧାନ?

ଭୁବନେଶ୍ୱର,(ଏସ,ଏମ,ପି):- ପ୍ଲାଷ୍ଟିକ୍ ବାସନ ବ୍ୟବହାର କରନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି ଯେ ପ୍ଲାଷ୍ଟିକ୍ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା କର୍କଟ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ରହିଛି । ଲୋକମାନେ ପ୍ରାୟତଃ ପିଲାମାନଙ୍କ…

ରାମନବମୀ ସହ ଜନତା ପାର୍ଟିର 46 ତମ ସ୍ଥାପନା ଦିବସପାଳିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ଆଜି ପବିତ୍ର ରାମ ନବମୀ ସହ ଭାରତୀୟ ଜନତା ପାର୍ଟି ର 46ତମ ସ୍ଥାପନା ଦିବସରେ ଭଟକୁମରଡା ମଣ୍ଡଳ 37 ନମ୍ବର ଜୋନ, ର ସମସ୍ତ ଆଠ ଗୋଟି ପଂଚାୟତ ର ସମସ୍ତ ଶକ୍ତି କେନ୍ଦ୍ର ର ପ୍ରମୁଖ,ବୁଥ ସଭାପତି ଓ ପଂଚାୟତ ସ୍ତରୀୟ ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ…

ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ

ବାଲିଗୁଡା : ୦୬/୦୪ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି। ତେର ଶମ୍ଭୁ ଦଣ୍ଡଯାତ୍ରାର…

ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର୍ କେନ୍ଦ୍ର ଠାରେ ହାତବୁଣା କାର୍ଯ୍ୟ କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପୁଟର ସେଣ୍ଟର୍ ଠାରେ ଅନୁଷ୍ଠିତ “ହାତବୁଣା”କାର୍ଯ୍ୟ କୁ ନେଇ ଏକ ପ୍ରଶିକ୍ଷଣ ତାଲିମ୍ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ଆଜିର ଏହି ଉଦଯାପନ ଦିବସ ରେ ହୋଇଥିଲା ଗ୍ରାମୀଣ ଉତ୍କଳ ବ୍ୟାଙ୍କର…

ବିଜେପି ର ପ୍ରତିଷ୍ଠା ଦିବସ ପାଳନ

ଆର,ଉଦୟଗିରି,(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ ସହିତ ମଣ୍ଡଳ କମିଟି ଗଠନ ହୋଇଯାଇଛି l ନବ ନିର୍ବାଚିତ ମଣ୍ଡଳ ସଭାପତି ନୀଳାଞ୍ଚଳ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ଯ ଓବିସି…

ପି ଏମ ଶ୍ରୀ ଯୋଜନା ରେ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ

ଆର,ଉଦୟଗରି,(ମନୋଜ କୁମାର ପାଢୀ):- -ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶିକୁଳିପଦର ଠାରେ ଗତ ୪ ଏବଂ ୫ ଦୁଇ ଦିନ ବ୍ୟାପିପି ଏମ ଶ୍ରୀ ଯୋଜନା ମାଧ୍ୟମରେ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଭଦ୍ରା ଦେବୀ ଙ୍କ ଅଧକ୍ଷତା ରେ…

ନିଶାସକ୍ତ ଓ ଦାରିଦ୍ର୍ୟତା ଯୋଗୁଁ ବିଷ ପାନକରି ମୃତ୍ୟୁ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବିଷପାନ କରି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ରଙ୍କନିଧୂ ଘଡେଇ । ବହୁ ଦିନ ଧରି ତାଙ୍କର ସ୍ବାସ୍ଥ୍ୟ ଖରାପ ଥିଲା। ଦାରିଦ୍ର୍ୟତା ଯୋଗୁଁ ଉପଯୁକ୍ତ ଚିକିତ୍ସା…
error: Content is protected !!