ରାମଗିରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ସମୟ ଯାଏ ଆମ୍ବୁଲାନ୍ସ ସେବା ନ ମିଳିବାରୁ ରୋଗୀ ହେଲେ ହନ୍ତସନ୍ତ

ଆର. ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ସମୟ ଯାଏ ଆମ୍ବୁଲାନ୍ସ ସେବା ନ ମିଳିବାରୁ ରୋଗୀ ହନ୍ତସନ୍ତ ହୋଇ ଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ନୂଆଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଗ୍ରାମର…

ଚାଲାଣ ପାଇଁ ରଖାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ, ଚଢ଼ାଉ କରି ୨ଜଣଙ୍କୁ ବାନ୍ଧିଲା ଅଡବା ପୋଲିସ

ଆର.ଉଦୟଗିରି, (ମନୋଜ କୁମାର ପାଢୀ)- ଗଜପତି ଜିଲା ଅଡବା ଥାନା ପୋଲିସ ଚାଲାଣ ପୂର୍ବରୁ ଚଢାଉ କରି ପ୍ରାୟ କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଊଦ୍ଧର୍‌ବ)ର ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାମସିଂ ଗାଁର ଅସିମ ମାଝୀ ଓ ଅନନ୍ତ ମାଝୀ। ଅଡବା ଥାନା…

କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଶନିବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓଙ୍କ ସଭାପତିତ୍ବ ରେ ଏକ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କ ସହ ଶତାଧିକ…

ସତ୍ୟ ସୁନ୍ଦର ମିଶ୍ର ଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ

    ନୟାଗଡ(ପ୍ରଭାକର ଶିରୋମଣି):-  କଣ୍ଟିଲୋ,ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହା ବିଦ୍ୟାଳୟ ପ୍ରତିଷ୍ଠାତା ସଭାପତି ତଥା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ବିଧାୟଳ ସ୍ବର୍ଗତ ସତ୍ୟ ସୁନ୍ଦର ମିଶ୍ରଙ୍କ ତ୍ରୟୋଦଶ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶୁକ୍ରବାର ନୀଳମାଧଵ…

ପୁରୁଷୋତ୍ତମପୁର ବଡବଜାରଠାରେ ପଞ୍ଚ ଠାକୁରାଣୀ ଯାତ୍ରା ନିମନ୍ତେ ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ଗଞ୍ଜାମ, ପୁରୁଷୋତ୍ତମପୁର ସହରରେ ପ୍ରତି ଦୁଇ ବର୍ଷ ରେ ଥରେ ଐତିହାସିକ ପରମ୍ଫରା ଅନୁଯାୟୀ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ,ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ପ୍ରଭୁତି ପଞ୍ଚ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୁଏ । ଏଥିସକାଶେ…

ଟ୍ରାକ୍ଟର ଦୁର୍ଘଟଣା ଶ୍ରମିକ ମୃତ୍ୟୁ

ଆର.ଉଦୟଗିରି, (ମନୋଜ କୁମାର ପାଢୀ) :- ଅନ୍ୟପକ୍ଷରେ ଅଡବା ଥାନା ଅନ୍ତର୍ଗତ କଟାମାରୁ ଅଡବା ଅଭିମୁଖେ ଆସୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡିଥିଲା । ଫଳରେ ଟ୍ରାକ୍ଟରରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପାଟପୁର ଥାନା ଅଧୀନ ଜୟପୁର କଲୋନୀର…

ରଣ୍ଢା ସରସ୍ୱତୀ ଶିଶୁମନ୍ଦିରରେ ଘର ହିଁ ବିଦ୍ୟାଳୟ ପକଳ୍ପ କାଯ୍ୟକ୍ରମ ଅନୁଷ୍ଠିତ

ରଙ୍ଗେଇଲୁଣ୍ଡା(ସଞ୍ଜୟ ଦାଶ ):- ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ପଞ୍ଚାୟତର ରଣ୍ଢା ଗ୍ରାମରେ ଅବସ୍ଥିତ ସରସ୍ୱତୀ ଶିଶୁମନ୍ଦିର ସମ୍ମିଲନୀ କକ୍ଷରେ 2025-2026ଶିକ୍ଷା ବର୍ଷ ଆରମ୍ଭରେ ଶିଶୁ ବାଟିକା ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ…

ବୁଲାଣି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…

ଆର. ଉଦୟଗରି,(ମନୋଜ ପାଢୀ ):- ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକରେ ବସିଥିବା ଚାରିଜଣ ଯୁବକ ଛିଟିକି ପଡ଼ିଥିଲେ। ସେମାନଙ୍କୁ କିଛି ସ୍ଥାନୀୟ ଲୋକେ ଏକ…

ମୋହନା ଏସ୍ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ପି ଏମ ଶ୍ରୀ ଯୋଜନା ସହାୟତାରେ ବାର୍ଷିକ ଉତ୍ସବ ଆଡମ୍ବର ପାଳନ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ସ୍ଥାନୀୟ ସରକାରୀ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଆଡମ୍ବର ସହ ନୂତନ ଭାବେ ଆରମ୍ଭ ହୋଇଥିବା ପି ଏମ ଶ୍ରୀ ଯୋଜନା ସହାୟତାରେ ପ୍ରଥମ ବାର୍ଷିକ ଉତ୍ସବ ଆଡମ୍ବର ସହ ପାଳିତ ହୋଇଛି। ଏହି ଉତ୍ସବ ରେ ଜିଲ…

ଗଜପତି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ, ପବନ ବେଗରେ ଉଡ଼ିଲା ଛପର

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ମୋହନା ଓ ଆର୍. ଉଦୟଗିରି ବ୍ଲକରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ଯାହା ଫଳରେ ଅଧିକାଂଶ ଲୋକଙ୍କ ଘର ର ଛପର ଉଡ଼ାଇ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏହି ତାଣ୍ଡବ…
error: Content is protected !!