ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଲକ୍ଷ୍ନୌରେ ଟ୍ରେନକୁ ଓଲଟାଇବାର ଷଡଯନ୍ତ୍ର, ରେଳ ଟ୍ରାକରେ ଲୁହା ଦ୍ୱାର ଲଗାଗଲା..!

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ୧. ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ରାଜଧାନୀ ଲକ୍ଷ୍ନୌରେ ଏକ ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ୨. ରହୀମାବାଦର କାଇଥୁଲିଆ ଗାଁ ପରେ, ବକ୍କାସ୍-ଉଥ୍ରେଥିଆ ଷ୍ଟେସନ ମଧ୍ୟରେ ରେଳ ଲାଇନ ଉପରେ…

ଭୂମିକମ୍ପରେ ଇସ୍ତାନବୁଲ ଥରି ଉଠିଲା, କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ..!

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ୧. ତୁର୍କୀର ମାରମାରା ସାଗରରେ ୬.୨ ତୀବ୍ରତାର ଭୂମିକମ୍ପରେ ଇସ୍ତାନବୁଲ ଥରି ଉଠିଥିଲା। ୨. ତଥାପି, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ତୁରନ୍ତ ରିପୋର୍ଟ ନାହିଁ। ତୁର୍କିୟର ଜରୁରୀକାଳୀନ ପରିଚାଳନା ସଂସ୍ଥା ଏବଂ…

ନୀଳମାଧବଙ୍କ ହୁଣ୍ଡିରୁ ମିଳିଲା ରାଷ୍ଟ୍ରପତିଙ୍କର ୫୧୦୦ ଟଙ୍କାର ଲଫାଫା

ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧrଵ ଜୀଉଙ୍କ ପରିସର  ମଧ୍ୟରେ ଥିବା ଦାନ ବାକ୍ସ କୁ ବୁଧବାର ଖୋଲା ଯାଇଛି । ଏହି ଦାନ ଵାକ୍ସ ଖୋଲିବା ସମୟରେ ଖଣ୍ଡପଡା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର…

ମନେଳେଗା ଅଧିନିୟମର ଦିନିକିଆ ତାଲିମ

ଆର.ଉଦୟଗିରି, (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ଖଜୁରୀପଦା କଲ୍ୟାଣ ମଣ୍ଡପରେ ମନରେଗା ରିଫ୍ରେଶେର ତାଲିମ ଏଡିଇଓ, ଜିଆରଏସ ଓ ମେଟ୍ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ଲୋକନାଥ ଶବର, ସହକାରୀ ନିର୍ବାହୀ ଯନ୍ତୀ, ଏପିଓ ଓ…

ବିଶ୍ଵବିଦ୍ୟାଳୟ ସ୍ତରରେ ୨ୟ ଟପ୍ପର ହେଲେ ପିପୂଲ୍ସ କଲେଜର ଶିବାନୀ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍ଥାନୀୟ ପିପୁଲ୍ସ କଲେଜ୍ ର ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ ବିଶ୍ୱବିଦ୍ୟାଳୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିଛନ୍ତି । ସେ ୧୪୦୦ ମାର୍କରୁ ୧୧୮୭ ମାର୍କ…

ରାଜ୍ୟ କ୍ୟାବିନେଟ୍‌ରେ 6ଟି ପ୍ରସ୍ତାବ ଅନୁମୋଦିତ…

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ରାଜ୍ୟ କ୍ୟାବିନେଟ୍‌ରେ 6ଟି ପ୍ରସ୍ତାବ ଉପରେ ବାଜିଲା ମୋହର ପ୍ରେସମିଟ୍‌ରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ ଆଗରୁ ମାଟ୍ରିକ୍ ଥିଲା, ଏବେ…

ତୁବୁରସିଂ ଗ୍ରାମରେ ବଜ୍ରାଘାତ: ଜଣେ ଗୁରୁତର ଓ ଚାରି ଆହତ, ଆହତଙ୍କ ମଧ୍ୟରେ ଦୁଇ ଶିଶୁ

ଆର.ଉଦୟଗିରି, (ମନୋଜ ପାଢୀ)- ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନଘା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ପ୍ରଭାକରେ ଖୁବ ଜୋରରେ ପ୍ରଂଚଣ୍ଡ ଶଦ୍ଦରେ ବଜ୍ରାଘାତ ହୋଇଥିଲା । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ବର୍ଷ ପୁଅ…

ପ୍ରତାପୁର ତୁମ୍ବେଶ୍ୱରଙ୍କ ପୀଠରେ ଘୃତ ଜଜ୍ଞ, ନାମ ଯଜ୍ଞ, ଗୋଯଜ୍ଞ ଓ ଜ୍ଞାନ ଯଜ୍ଞ ଅନୁଷ୍ଠିତ,

(ପ୍ରସନ୍ନ କୁମାର ଦାସ):- ଏହି ଯଜ୍ଞ ସ୍ଥଳ ତୁମ୍ବେଶ୍ୱରଙ୍କ ପୀଠକୁ ନେଇ ଏକ ପୌରାଣିକ କିମ୍ବଦନ୍ତୀ ରହିଛି,ଯାହାକି ରାମାୟଣର ଆରଣ୍ୟକ କାଣ୍ଡରେ ଏହି ପୀଠ ବିଷୟ ରେ ଉଲେଖ ରହିଛି । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବାକୁ ଯେତେ ବେଳେ ବନବାସ କରିବାକୁ ଅଯୋଧ୍ୟା ରୁ…

ପାଞ୍ଚଗାଁ ରୁ ନାବାଳକ ଅପହରଣ 7 ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଜଟଣୀ ବ୍ଲକ ପାଞ୍ଚଗାଁ ରୁ ଆର୍ତ୍ତ ରଞ୍ଜନ କାଳିଆ ନାମକ ଜଣେ ବ୍ୟକ୍ତିଙ୍କର ନାବାଳକ ଶିଶୁ ପୁତ୍ର ସ୍କୁଲରୁ ଫେରିବା ସମୟରେ ଦୁର୍ବୁତ୍ତ ମାନେ ଏକ କାର ଯୋଗେ ଅପହରଣ କରି ନେଇଥିଲେ । ଅପହରଣ ପରେ ନାବାଳକର ମା ଙ୍କୁ ଫୋନ କରି ପୁଅର ମୁଣ୍ଡ ଜାମିନ…

ଆଜି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା।

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର): ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…
error: Content is protected !!