ଶିଳ୍ପ ମନ୍ତ୍ରୀଙ୍କ ନୀଳମାଧଵ ଦର୍ଶନ

ନୟାଗଡ,( ପ୍ରଭାକର ଶିରୋମଣି ):- ଶିଳ୍ପ, ଇସ୍ପାତ ଓ ବୈଷୟିକ ଶିକ୍ଷା  ମନ୍ତ୍ରୀ ସମ୍ପଦଚନ୍ଦ୍ର  ସ୍ୱାଇଁ ଆଜି ଗୁରୁବାର ସନ୍ଧ୍ୟାରେ କଣ୍ଟିଲୋ ଆସି ନୀଳମାଧଵ ମନ୍ଦିର କୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ଦର୍ଶନ ସମୟରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ କନ୍ଧମାଳ ସାଂସଦ…

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ।

ଆର.ଉଦୟଗିରି,(ମନୋଜ କୁମାର ପାଢୀ):- ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ମହାସମାରହୋରେ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ…

ବାଲିଗୁଡାରେ ଜାତୀୟ ପାଞ୍ଚୟତରାଜ ଦିବସ ଫିକା ପଡିଲା ଯୋଗ ଦେଲେନି ଲୋକ ପ୍ରତିନିଧି , ଖାଲି ପଡିଲା ଚେୟାର

ବାଲିଗୁଡା ,୨୪/୦୪[ସୁକାନ୍ତ କୁମାର ତ୍ରିପାଠୀ )ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ପଞ୍ଚାୟତ ରାଜ ଦିବସ କୁ ରାଜ୍ୟ ସ୍ତରରେ ୩୧୪ ବ୍ଲକ ଓ ବିଭିନ୍ନ ପଞ୍ଚାଯତ ସ୍ତରରେ ଏହାକୁ ପାଳନ ଧୁମ ଧାମରେ କରାଯାଇ ଥିଲା। କିନ୍ତୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ…

ତାତିରୁ ମିଳୁନି ତ୍ରାହି, ଜନ ଜୀବନ ଅସ୍ତବ୍ୟସ୍ତ

ବୁଗୁଡା,(ସୋରେନ କୁମାର ପ୍ରଧାନ): ଏଇ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଗତ ତିନ ହେଲା ତାପମାତ୍ରା ୪୦ ଡିଗ୍ରୀରୁ କମୁନଥିବାରୁ ବୁଗୁଡା ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ଟାରୁ ଗରମ ଅନୁଭବର ଆରମ୍ଭ ହୋଇ ମଧ୍ଯାହ୍ନ ଓ ଅପରାହ୍ନ ବେଳକୁ ଅସହ୍ୟ ହୋଇପଡୁଛି ।…

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି: ଆଜିଠାରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରାଛୁଟି

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି । ଫଳରେ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଉ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ…

ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ ନିର୍ଦ୍ଦେଶ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- -ପାକିସ୍ତାନକୁ ଜବତ କରିବା ପାଇଁ କଠୋର ହେଲା ଭାରତ-ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଆସିଛନ୍ତି ମେ ୧ ପୂର୍ବରୁ ଫେରନ୍ତୁ.-ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ-ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ…

୪ଦିନ ପ୍ରଚଣ୍ଡ_ଖରା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଆଜି ୪୭ ଡିଗ୍ରୀ ଛୁଇଁଲା ତାତି !ରାଜ୍ୟକୁ ଫେରିଛି ତାତି । ଆସନ୍ତା ୪ ଦିନ ତାତିରୁ ତ୍ରାହି ନାହିଁ। ଆହୁରି ଜାଳିବ, ଛଟପଟ କରିବ ହିଟୱେଭ୍ । ତତଲା କଡ଼େଇରେ ଭାଜି ହେଉଛି ସାରା ପଶ୍ଚିମ ଓଡ଼ିଶା । ଆଜି ପଶ୍ଚିମରେ ପାରା ୪୭ ଡିଗ୍ରୀ ଛୁଇଁପାରେ।…

ମା’ ପଞ୍ଚ ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ , ମା’ଙ୍କ ଆଗମନକୁ ଅପେକ୍ଷା

ବୁଗୁଡା,(ସୋରେନ କୁମାର ପ୍ରଧାନ): ଆଗାମୀ ଏପ୍ରିଲ ୨୫ରୁ ମେ ମାସ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ବ୍ୟାପି ଆୟୋଜିତ ହେବାକୁ ଯାଉଥିବା ମା’ ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡ଼ଦାଣ୍ଡରେ ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତି କାର୍ଯ୍ଯର ପରିସମାପ୍ତି ଘଟିଥିବା ବେଳେ ମା’ଙ୍କ ଆଗମନ…

RI, #ଅମିନ ପରୀକ୍ଷା: #ସମସ୍ତେ ପ୍ରିଲିମ୍‌_ପାସ୍‌

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- -RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା; ସମସ୍ତେ ପ୍ରିଲିମ୍‌ ପାସ୍‌-ଏନେଇ OSSSC ପକ୍ଷରୁ ଜାରି ହେଲା ସୂଚନା-୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ପ୍ରିଲିମ୍‌-ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତେ…
error: Content is protected !!