ରାଜ୍ୟ କ୍ୟାବିନେଟ୍‌ରେ 6ଟି ପ୍ରସ୍ତାବ ଅନୁମୋଦିତ…

ରାଜ୍ୟ କ୍ୟାବିନେଟ୍‌ରେ 6ଟି ପ୍ରସ୍ତାବ ଅନୁମୋଦିତ…

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-

  • ରାଜ୍ୟ କ୍ୟାବିନେଟ୍‌ରେ 6ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ପ୍ରେସମିଟ୍‌ରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
  • ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ
  • ଆଗରୁ ମାଟ୍ରିକ୍ ଥିଲା, ଏବେ ଗ୍ରାଜୁଏସନ୍ ନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ଅବକାରୀ ବିଭାଗ ନିୟମ-2017 ମଧ୍ୟ ସଂଶୋଧନ କଲେ ସରକାର
  • ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରି 24 ପଦବୀ ତିଆରି କରାଯିବ
  • ଅବକାରୀ କନଷ୍ଟେବଳ ଡିଭିଜନ୍ ବଦଳା ଯାଇ ଜିଲ୍ଲା କ୍ୟାଡର କରାଯାଇଛି
  • ଜଳ ସମ୍ପଦ ବିଭାଗର 108 କୋଟିର ବୈତରଣୀ ବାମ ଓ ଡାହାଣ କେନାଲ ହେବ
  • ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରର 60 ହଜାର ହେକ୍ଟର ଜମି ଜଳସେଚିତ ହେବ
  • ସ୍ଵାସ୍ଥ୍ୟ ବିଭାଗର 108 ସେବା ପାଇଁ ଆଗାମୀ 5 ବର୍ଷ ପାଇଁ 2398 କୋଟି ମଞ୍ଜୁର
You might also like
error: Content is protected !!