ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର ।

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପୁରୀରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ…

ଆଜି ୫ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ_ବନ୍ଦ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର): ପୁରୀ: ବନକଲାଗି ନୀତି ପାଇଁ ବନ୍ଦ ରହିବ ଦର୍ଶନ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏ ସାଧାରଣ ଦର୍ଶନ ବନ୍ଦ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ପରେ ଆରମ୍ଭ ହେବ ନୀତି

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଏବଂ ସାଉଦୀ ଆରବର ଶକ୍ତିମନ୍ତ୍ରୀ ଯୁବରାଜ ଅବଦୁଲା ଅଜିଜ ବିନ…

ଭୁବନେଶ୍ୱର,(ପି.ଆଇ.ବି):- ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଏବଂ ସାଉଦୀ ଆରବର ଶକ୍ତିମନ୍ତ୍ରୀ ଯୁବରାଜ ଅବଦୁଲା ଅଜିଜ ବିନ ସଲମାନଙ୍କ ସହ ଅଧ୍ୟକ୍ଷତାରେ ନିବେଶ ଉପରେ ଭାରତ-ସାଉଦୀ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି

ବ୍ରହ୍ମପୁର,(ବିଚିତ୍ର ସାହୁ):- ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଅପ୍ରେଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବଗ୍ରୀଷ୍ମପ୍ରବାହ ପାଇଁ ଅପ୍ରେଲ ୨୩ ରୁ କଲେଜ ଗୁଡିକ ୫ ଦିନ ପାଇଁ ବନ୍ଦ ରହିବ,…

ପ୍ରତାପୁର ତୁମ୍ବେଶ୍ୱର ଙ୍କ ପୀଠରେ ଘୃତ ଜଜ୍ଞ, ନାମ ଯଂଜ୍ଞ, ଗୋଯଂଜ୍ଞ ଓ ଜ୍ଞାନ ଯଂଜ୍ଞ ଅନୁଷ୍ଠିତ,

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-ପ୍ରତାପୁର ତୁମ୍ବେଶ୍ୱର ଙ୍କ ପୀଠରେ ଘୃତ ଜଜ୍ଞ, ନାମ ଯଂଜ୍ଞ, ଗୋଯଂଜ୍ଞ ଓ ଜ୍ଞାନ ଯଂଜ୍ଞ ଅନୁଷ୍ଠିତ,ଏହି ଯଂଜ୍ଞ ସ୍ଥଳ ତୁମ୍ବେଶ୍ୱର ଙ୍କ|ପୀଠକୁ ନେଇ ଏକ ପୌରାଣିକ କିମ୍ବଦନ୍ତୀ ରହିଛି,ଯାହାକି ରାମାୟଣ ର ଆରଣ୍ୟକ କାଣ୍ଡରେ ଏହି ପୀଠ ବିଷୟ ରେ ଉଲେଖ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡ଼ମ୍ବାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର…

ଯକୃତ ସୁରକ୍ଷା ସଚେତନ ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର,(ବିଚିତ୍ର ସାହୁ):- ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଖରାଦିନେ ଯକୃତ ସୁରକ୍ଷା ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଅଧିକ ଖରାରେ ପରିଶ୍ରମ, ଅମ୍ଳ, ଲବଣ, ମଦ୍ୟ, ଦିବାନିଦ୍ରା,…

ଶିକ୍ଷକ କାଶୀନାଥ ଦାଶଙ୍କ ଦ୍ଵାଦଶାହରେ ୧୯୭୨ ବ୍ୟାଚ ଛାତ୍ର ଛାତ୍ରଙ୍କ ସ୍ମୃତିଚାରଣା

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ସ୍ଥାନୀୟ ପିପୂଲ୍ସ ହାଇସ୍କୁଲର ପ୍ରାକୁନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦିବଂଗତ କାଶୀନାଥ ଦାଶ(୯୮) ଙ୍କ ଦ୍ବାଦଶାହ ଉପଲକ୍ଷେ ୧୯୭୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ଦ୍ବାରା ଏକ ସ୍ମୃତିଚାରଣ ସଭା ପିପୂଲ୍ସ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ନିକଟସୁ…

ଲିଫ୍ଟ ପାଇଁ କଣ୍ଟ୍ରୋଲ ରୁମ ଓ ଟ୍ରାନ୍ସ ଫର୍ମର ସ୍ଥାନ ଚିହ୍ନଟ 

ନୟାଗଡ,(ପ୍ରଭାକର ଶିରୋମଣି):-         ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ କ୍ଷେତ୍ର କଣ୍ଟିଲୋରେ ଚାଲିଥିବା ମନ୍ଦିର ବିକାଶ ପ୍ରକଳ୍ପ ଶେଷ ପର୍ଯ୍ୟାୟ ରେ ପହଁଚିଥିଲା ବେଳେ ଲିଫ୍ଟ ଚାଲୁ କରିବା ପାଇଁ ବିଜୁଳି ସଂଯୋଗ କରାଯାଇ ନାହିଁ ଫଳରେ…

ବାଇକ୍‌କୁ ଧକ୍କା ଦେଲା ସିଡିଏମ୍‌ଓଙ୍କ ଗାଡ଼ି, ଦୁଇ ଗୁରୁତର

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲା ମୋହନା ଥାନା ଭାଲିଆଗୁଡା ଗାଁ ନିକଟ ଜାତୀୟ ରାଜପଥରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍‌ଓଙ୍କ ବୋଲେରୋ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି।ମିଳିଥିବା ସୂଚନା ମୁତାବକ, ସୋମବାର ମୋହନା ବ୍ଲକର ଡମ୍ବଗୁଡା ପଞ୍ଚାୟତରେ…
error: Content is protected !!