ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର…

ମଣ୍ଡଳ ସ୍ତରୀୟ ସାଧନା ଶିବିର

ବାଲିଗୁଡା, ୨୭/୦୪ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଶ୍ରୀ ମଧୁସୂଦନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏକ ମଣ୍ଡଳ ସ୍ତରୀୟ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିରରେ ବୌଦ୍ଧ, କଳାହାଣ୍ଡି,…

ଗଜପତି ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ତା 26/04/2025 ରିଖ ଶନିବାର ଦିନ ରାୟଗଡ଼ ବ୍ଲକ ନାରାୟଣପୁର ନୀଳମଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ…

କୃଷ୍ଣ ଚନ୍ଦ୍ର ଗଜପତି ସ୍ମୃତି ପରିଷଦ ଏବଂ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଜୟନ୍ତୀ ସମାରୋହ।

ବ୍ରହ୍ମପୁର,(ବିଚିତ୍ର ସାହୁ)- ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ 134ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକସ୍ଥିତ ରେଭେନ୍ୟୁୟ ଡାକବଙ୍ଗଳା ଠାରେ ସ୍ମୃତି ପରିଷଦ ଏବଂ ନବୀନ…

ବୁଗୁଡ଼ା ଠାକୁରାଣୀ ଠାକୁରାଣୀ ଯାତ୍ରାର ଦ୍ବିତୀୟ ଦିବସ , ବିଶ୍ରାମରେ ପଞ୍ଚ ଠାକୁରାଣୀ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ସପ୍ତଦଶ ଦିବସୀୟ ବୁଗୁଡ଼ା ଠାକୁରାଣୀ ଯାତ୍ରାର ପ୍ରଥମ ଦିବସରେ ଆମନ୍ତ୍ରିତ ହୋଇ ମା’ ମାଉଁଦେଈ , ମା’ ମାଳିଝୋଳା , ମା’ ନାରାୟଣୀ , ମା’ ବୁଢୀ ଠାକୁରାଣୀ ଓ ମା’ ବ୍ଯାଘ୍ରଦେବୀ ଆଦି ପଞ୍ଚ ଠାକୁରାଣୀ ବଡଦାଣ୍ଡସ୍ଥିତ ଅସ୍ଥାୟୀ ମଣ୍ଡପରେ ବିରାଜମାନ…

ନବ ଓଡ଼ିଶା ଗଠନରେ ବିନ୍ଧାଣି ଥିଲେ କୃଷ୍ଣଚନ୍ଦ୍ର

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ) :- ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଅଗ୍ରଦୂତ ଥିଲେ। ନବ ଓଡ଼ିଶା ଗଠନରେ ସେ ଥିଲେ କାରିଗର l ତାଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶା ଗଠନ ହୋଇଥିଲା। ଦୁଇଥର…

ଖୋର୍ଦ୍ଧାରୋଡ ରେଳ ସୁରକ୍ଷା ବଳଙ୍କ ରେଳ ଷ୍ଟେସନରେ ଫ୍ଲାଗମାର୍ଚ୍ଚ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଜଟଣୀ:ଖୋର୍ଦ୍ଧାରୋଡ୍ ଡିଭିଜନର ରେଳ ସୁରକ୍ଷା ବାହିନୀ ଦ୍ୱାରା ମଣ୍ଡଳ ର ବିଭିନ୍ନ ଷ୍ଟେସନଗୁଡ଼ିକରେ ପତାକା ମାର୍ଚ୍ଚ କରାଯାଇଛି। ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଯେକୌଣସି ପ୍ରକାରର ଅପ୍ରୀତିକର ଘଟଣା…

ମହାରାଜାଙ୍କ ୧୩୪ତମ ଜୟନ୍ତୀ ପାଳନ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ) ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ନିର୍ମାତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଯାଇଛି l ଗିରି ମାର୍କେଟ ଛକ ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ…
error: Content is protected !!