ପହଲେ ଗାଓଁ ରେ  ଆତଙ୍କି ଆକ୍ରମଣରେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ଶୋଭା ଯାତ୍ରା 

(ପ୍ରଭାକର ଶିରୋମଣି):- ଗତ ୨୨ ଅପ୍ରେଲ  ଭାରତ ବର୍ଷ ପାଇଁ ଏକ ଦୁଃଖଦ ଘଟଣା ଥିଲା । ସେହି ଦିନ ଜାମ୍ମୁ କାଶ୍ମୀର ସ୍ଥିତ ପହଲେ ଗାଓଁ ଠାରେ  ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିଥିବା ସମୟରେ ଅଚାନକ ପାକିସ୍ତାନ ଆତଙ୍କ ବାଦୀ ଯେପରି ବର୍ବୋରିଚିତ ହାମଲା  କରିଥିଲେ ସେହି ଘଟଣାରେ ସାରା ଦେଶ…

ପିପୁଲ ଫାରୱାର୍ଡ ଫାଉଣ୍ଡେସନ ହୋଷ୍ଟେଲର ଉଦଘାଟନ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ଆର.ଉଦୟଗିରି,(ମନୋଜ କୁମାର ପାଢୀ)-: ପିପୁଲ ଫାରୱାର୍ଡ ଫାଉଣ୍ଡେସନ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ଯାହା ଭୁବନେଶ୍ୱରରେ ଦୀର୍ଘଦିନ ହେଲା ଗରୀବ ନିରିହ ତଥା ମାତୃପିତୃ ବିହିନ ଛୋଟ ପୁଅ ଝୀଅଙ୍କ ଖାଇବା, ରହିବା ଓ ପାଠପଢାର ସମସ୍ତ ଖର୍ଚ୍ଚ ଯୋଗାଇଥାଆନ୍ତି। ତେବେ ସୂଚନା ଅନୁସାରେ ଏହି…

ଜୟ ମା ସନ୍ତୋଷୀଙ୍କ ଯାତ୍ରା ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ମା ସନ୍ତୋଷୀଙ୍କ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାତ୍ର ୧୦:୩୦ ରୁ ସନ୍ତୋଷୀ ମା ଙ୍କୁ ମନ୍ଦିରରୁ ଆଗମନ କରାଯାଇ ଗ୍ରାମ ଯାତ୍ରା କରିଥିଲେ।ମୃଦୁଙ୍ଗ, ଘଣ୍ଟ…

ବ୍ରଜନଗର ଟାୱାର ଲାଇନ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, ବିଚିତ୍ର ସାହୁ - ସହରତଳି କ୍ରିୟାନୁଷ୍ଠାନ କମିଟି ଓ ବ୍ରଜ ନଗର ଉନ୍ନୟନ କମିଟି ଦିର୍ଘ ଦିନ ର ପ୍ରତୀକ୍ଷା ର ପରିସମାପ୍ତି ହେବାକୁ ଯାଉଛି । "ବ୍ରଜନଗର ଟାୱାର ଲାଇନ ରାସ୍ତା" ପ୍ରାୟ ଦେଢ଼ କିଲୋମିଟର ରାସ୍ତା ତିଆରି ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ଉଛବ ଅନୁଷ୍ଠିତ…

ପୁଲିସ ପେଟ୍ରଲିଂ ବେଳେ ଆର୍ଶିଲିଙ୍ଗ ଘାଟି ରେ ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେର ଗାଡ଼ି ଜବତ ।

ଆର.ଉଦୟଗିରି,(ମନୋଜ କୁମାର ପାଢୀ) :- ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଆର୍ଶିଲିଙ୍ଗ ଘାଟି ରେ ଓଡି୧୮ଇ ୫୦୫୮ ନଂବର ବିଶିଷ୍ଟ ଏକ ବୋଲେରୋ ଗାଡ଼ି ରୁ ଏକ କୁଇଣ୍ଟାଲ ସାତ କେଜି ଗଞ୍ଜେଇ ଗାରାବନ୍ଧ ପୁଲିସ୍ ଜବତ କରିଛି । ବିଶେଷ ସୁତ୍ରରୁ ଖବର ପାଇ କିଞ୍ଚିଲିଙ୍ଗ ଗୋପିଲି ରାସ୍ତା…

ବଣ ଛତୁଖାଇ ଗୋଟିଏ ଗାଁର ୬ ଆହତ ।

ଆର.ଉଦୟଗିରି,(ମନୋଜ କୁମାର ପାଢୀ ): ବଣ ଛତୁଖାଇ ଗୋଟିଏ ଗାଁର ୫ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ବଡ଼ଖଣି ଗାଁରେ। ଦିନ ୧୨ ଟା ସମୟରେ ବଡ଼ଖଣି ଗାଁର ୬ ଜଣ ପଦରକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ ଗଛ ମୂଳରେ ଛତୁ ପାଇବା ପରେ ଛତୁକୁ ଆଣି ପଦରରେ ରୋଷେଇ କରି…

ବୁଗୁଡ଼ା ଠାକୁରାଣୀ ଯାତ୍ରା ଆରମ୍ଭ, ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିଲେ ପଞ୍ଚ ଠାକୁରାଣୀ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ବହୁ ଅପେକ୍ଷିତ ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ଗୋପାଳ କୃଷ୍ଣ ଦାଶ ଓ କାହ୍ନୁ ଚରଣ ଖଟେଇଙ୍କ ନେତୃତ୍ତ୍ଵରେ ଏକ ଦଳ ଢୁଙ୍କାପଡା ଗ୍ରାମସ୍ଥ ମା ମାଉଁଦେଈଙ୍କ ଠାରୁ ଆଜ୍ଞାମାଳ…

ଗୋଳନ୍ଥରା ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ଟ୍ରକ୍ ମାଡ଼ି ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ…

ଗଜପତି- : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ଆଲୁରିନଗର ସ୍ଥିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଆଡ଼ମିଶନ ବିଭାଗର ବରିଷ୍ଠ ପରିଚାଳକ ଏସ. ଫାଲଗୁନା ରାଓ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଯାଇଛି l ଘଟଣାରୁ ପ୍ରକାଶ ଯେ ଏକ ମିଟିଂ ରେ ଯୋଗ ଦେବାକୁ…

ଆତଙ୍କବାଦୀ ଆକ୍ରମଣରେ ମୃତ ପର୍ଯ୍ୟଟକ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମୋହନା ଜୋର୍ଣ୍ଣୋଲିଷ୍ଟ ୟୁନିଅନ ସହଯୋଗରେ…

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଜାମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖ ମଙ୍ଗଳବାର ଦିନ ପଡୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ସେମାନଙ୍କ ଅମର…

ବିରଞ୍ଚିପୁରରେ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ

ବୁଗୁଡା,(ସୋରେନ କୁମାର ପ୍ରଧାନ): ବିଶ୍ବ କଲ୍ୟାଣ ନିମନ୍ତେ ବିରଞ୍ଚିପୁର ଗ୍ରାମ ବଡଦାଣ୍ଡଠାରେ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଉକ୍ତ ନାମଯଜ୍ଞରେ ମାଳ ଗୋଛାବାଡି, ନଗୁଡୁ, ଇନ୍ଦ୍ରଗଡ଼, ସୋଲଣ୍ଡି ଓ ଦଦରାଖୋଲ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ…
error: Content is protected !!