ପାଟଖଣ୍ଡା ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ୫୫ ତମ ବିବାହ ବାର୍ଷିକୀ ପାଳିତ

ବାଲିଗୁଡା,୦୧/୦୫ ବାଲିଗୁଡା : ଗତକାଲି ସ୍ଥାନୀୟ ପାଟଖଣ୍ଡା ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସଂଘ ବାଲିଗୁଡ଼ା ଆନୁକୁଲ୍ୟରେ ଶ୍ରୀ ବି. ଲୋକନାଥ ପାତ୍ର ଓ ଶ୍ରୀମତୀ ରତ୍ନମଣି ପାତ୍ରଙ୍କ ୫୫ ତମ ବିବାହ ବାର୍ଷିକୀ ପାଳିତ ହୋଇଯାଇଛି।ଏଥିରେ ସଂଘର ଉପସଭାପତି ଶ୍ରୀ ସୀମାଞ୍ଚଳ ଆଚାର୍ଯ୍ୟଙ୍କ…

ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ଚନ୍ଦନ ଚାପ ଆରମ୍ଭ 

କଣ୍ଟିଲୋ, (ପ୍ରଭାକର ଶିରୋମଣି):- ପବିତ୍ର ଅକ୍ଷୟ ତୃତୀୟା ଅବସର ରେ  ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ପାରମ୍ପରିକ ଚନ୍ଦନ ଚାପ ଆଜି ବୁଧବାର ଆରମ୍ଭ ହୋଇଛି । ଏହି ଚନ୍ଦନ ଚାପ ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଶ୍ରୀ ଜୀଉଙ୍କ…

ତାରାତାରିଣୀ ମହାବିଦ୍ୟାଳୟର ସଫଳତା

(ପ୍ରସନ୍ନ କୁମାର ଦାସ):- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ବାରା ପରିଚାଳିତ ସ୍ନାତକ ପରୀକ୍ଷାରେ ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ର ଶୁଭମ୍ ସାବତ ଷଷ୍ଠ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ଗୈାରବ ଆଣି ପାରିଛନ୍ତି । ସେହିପରି ଓଡ଼ିଆ ବିଭାଗର…

ତାରାତାରିଣୀ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ ତାରାତାରିଣୀ ମହାବିଦ୍ୟାଳୟର ସହକାରୀ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ କପିଳେଶ୍ୱର ଦାସ ଚାକିରିରୁ ଅବସର ନେଇଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ…

ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ଚନ୍ଦନ ଚାପ ଆରମ୍ଭ

   ନୟାଗଡ,(ପ୍ରଭାକର ଶିରୋମଣି):- ପବିତ୍ର ଅକ୍ଷୟ ତୃତୀୟା ଅବସର ରେ  ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ପାରମ୍ପରିକ ଚନ୍ଦନ ଚାପ ଆଜି ବୁଧବାର ଆରମ୍ଭ ହୋଇଛି l ଏହି ଚନ୍ଦନ ଚାପ ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ  l ମଧ୍ୟାହ୍ନ ଧୂପ ପରେ ଶ୍ରୀ ଜୀଉଙ୍କ…

ରାଜ୍ୟପାଳଙ୍କ ସମୀକ୍ଷା

ବ୍ରହ୍ମପୁର,(ରାଜେନ୍ଦ୍ରସାହୁ):- ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗଞ୍ଜାମ ଜିଲ୍ଲାର ଗୋପାଳପୁର ସ୍ଥିତ ନୂତନ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଓ ବିଭି୍ନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ସରକାର ଓ ପ୍ରଶାସନ ସାଧାରଣ ଲୋକ ମାନଙ୍କ…

ବାଲିଗୁଡା ବ୍ଲକରେ ଶିକ୍ଷା ବିଭାଗ ତରଫରୁ ଡ୍ରପଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ

ବାଲିଗୁଡା,୦୧/୦୫ ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ବୁଧବାର ଠାରୁ ଡ୍ରପ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝି ଓ ସିଆରସିସି ସୌଦାମିନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପଣସପଡି…

କାର୍ତ୍ତିକ ଚନ୍ଦ୍ର ସୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲିଗୁଡା, ୦୧/୦୫ ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରେ ଗତକାଲି ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ପ୍ରାକ୍ତନ…

ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ ହେଲେ ଲକ୍ଷ୍ମଣ ପାଳ

ବାଲିଗୁଡା: ୦୧/୦୫ ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ଗତକାଲି ଅବସର ଗ୍ରହଣ କରିଥିବାରୁ ନୂତନ ଅଧ୍ୟକ୍ଷ ଭାବେ ଗୋପାଳପୁର ବେଳାଭୂମି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଲକ୍ଷ୍ମଣ ପାଳ ଆଜି ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇ ଆସନ ଗ୍ରହଣ…
error: Content is protected !!