ଷଷ୍ଠ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ମେଳରେ ମା’ଙ୍କ ଘଟ ପରିକ୍ରମା , ମୀନାବଜାର ଉଦଘାଟିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ମହାଆଡମ୍ବରରେ ଆୟୋଜିତ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଘଟ ସାଜସଜ୍ଜାକାରୀ ବସନ୍ତ ବେହେରାଙ୍କ ଦ୍ବାରା ଆକର୍ଷଣୀୟ ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡା ଏନଏସିର ଅବସରପ୍ରାପ୍ତ କର୍ମଚାରୀ ପ୍ରତାପ ସିନ୍ଧୁ ବାଡତ୍ଯାଙ୍କୁ ବୁଧବାର ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନ୍ଏସି କାର୍ଯ୍ଯାଳୟରେ କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ…

ରଘୁବୀର ସେନା ପକ୍ଷରୁ ପାକିସ୍ତାନ ଆତଙ୍କବାଦୀ ଦମନ ପ୍ରତିବାଦ ରେ ବାଇକ ରାଲ୍ଲୀ

କୁକୁଡାଖଣ୍ଡି,(ଇ,ରଞ୍ଜନ):- ଗୁରୁଣ୍ଠି ଅନ୍ତର୍ଗତ ଟେକ୍ନୋସିଟି ଅଞ୍ଚଳ ରେ ଗୋଡ଼ି ଉଠିଥିବା ରଘୁବୀର ସେନା ପକ୍ଷରୁ ଆଜି ଅପରାହ୍ନ ରେ ବିଶାଳ ବାଇକ ରାଲ୍ଲୀ ବାହାରି ଗତ ୨୨ ତାରିଖରେ ଜମ୍ମୁକାଶ୍ମୀର ସ୍ଥିତ ପେହଲିଗମ୍ ଠାରେ ୨୮ ଜଣ ନିରୀହ ହିନ୍ଦୁ ମାନଙ୍କୁ ଟାର୍ଗେଟ କରି ଆତଂକବାଦୀ ମାନେ…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ପୂଜା

ବାଲିଗୁଡା ,୩୦/୦୪[ସୁକାନ୍ତ କୁମାର ତ୍ରିପାଠୀ )ପବିତ୍ର ଅକ୍ଷୟ ତୃତୀୟା ଅବସରରେ କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ବାଲିଗୁଡାର ଶ୍ରୀଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସକାଳୁ ରଥ ନିର୍ମାଣ ପାଇଁ ନୂତନ କାଠ ସଂଗ୍ରହ କରାଯାଇ…

ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ଵାରା ସିନିଏର ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ଵାରା ସିନିଏର ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |ପୁରୁଷୋତ୍ତମପୁର ବ୍ଳକ ରେ ବିଇଓ ଥିବା କିଶୋର ଚନ୍ଦ୍ର ବେହେରା, ଙ୍କ ଗାଡି ଦୁର୍ଘଟଣା ରେ ଆହତ ହୋଇ ଚିକିତ୍ସା ପରେ ସେ ସମୁର୍ଣ ସୁସ୍ଥ…

ମୋହନା ଯୋର୍ଣାଲିଷ୍ଟ ୟୁନୀୟନ ଓ ଏକତା ସଂସ୍ଥା ମଧ୍ୟରେ ବାଲ୍ୟ ବିବାହ ମୁକ୍ତ ଭାରତ ଉପରେ ଆଲୋଚନା ହୋଇ ଯାଇଛି।

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଆଜି ଦିନ ୨ ଘଣ୍ଟ ସମୟରେ ମୋହନା ରେ ଏକତା ସଂସ୍ଥା ଓ ମୋହନା ଯୋର୍ଣାଲିଷ୍ଟ ୟୁନୀୟନ ଙ୍କ ମଧ୍ୟାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଆଲୋଚନା କରାଯାଇଥିଲା। ମୋହନା ବ୍ଲକ ରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ନଥିବା ହେତୁ…

ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପେଲେସ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ ବି.ଏନ୍ ପେଲେଶ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନିକଟସ୍ଥ ଚାଷ ଜମିରେ…

ଦୁର୍ଗମ ପିତାପଣସ ଗ୍ରାମରେ ବିକାଶ ଅପହଞ୍ଚ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଦୁର୍ଗମ ପିତା ପଣସ ଗ୍ରାମରେ ବିକାଶ ଅପହଞ୍ଚ ।ରାସ୍ତା ,ପାନୀୟ ଜଳ ,ଆବାସ ଘର ସବୁ ଯୋଜନା ଏଠି ଅପହଞ୍ଚ । ବ୍ଲକ ପ୍ରଶାସନ ର ଦୃଷ୍ଟି ଆଡୁଆଳ ରେ ରହିଯାଇଛି ଏହି ଆଦିବାସୀ ଗାଆଁ ପିତା ପଣସ ।ଦୁର୍ଗମ ଜିଲ୍ଲା କହିଲେ ଗଜପତି ଜିଲ୍ଲା ଆଗ ଧାଡିରେ ଥାଏ । ଆଉ…

ପଞ୍ଚମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା।…

ଯାତ୍ରୀବାହୀ ବସ୍ ଧକ୍କାରେ ଏଏନଏମ ଦିଦିଙ୍କ ମୃତ୍ୟୁ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ଉପକଣ୍ଠସ୍ଥ ବଡଶଙ୍ଖ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କା ହୋଇ ଜନୈକା ସ୍କୁଟି ଆରୋହୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ କାନସୁକା ଏଏନଏମ ଦିଦି ରଚନା କୁମାରୀ ପ୍ରଧାନ (୪୨)। ପ୍ରକାଶ ଯେ, ଆଜି ଅପରାହ୍ନରେ ରଚନା ଏକ…
error: Content is protected !!