ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଅଭିଯାନ ର ଶୁଭାରମ୍ଭ
ରଙ୍ଗେଈଲୁଣ୍ଡା,(ସଞ୍ଜୟ ଦାଶ):- ଜାତୀୟ କଂଗ୍ରେସ କମିଟିର ଆହ୍ବାନ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ଡାକରାର ସାରା ଦେଶରେ ଆରମ୍ଭ କରାଯାଇଥିବା ସମ୍ବିଧାନ ବଞ୍ଚାଅ ଅଭିଯାନ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ରଣ୍ଢା ପଞ୍ଚାୟତ ରୁ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀ ଙ୍କ!-->…