ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡି କ୍ରେଡେଲ ବେବି ପଏଣ୍ଟ ରୁ ଶିଶୁ ପୁତ୍ର ଉଦ୍ଧାର ।
ଆର,ଉଦୟଗିରି(ମନୋଜ ପାଢୀ);-
ଆଜି ଗଜପତି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରେଡେଲ ବେବି ପଏଣ୍ଟରୁ ଏକ ପୁତ୍ର ଶିଶୁ ଉଦ୍ଧାର କରାଯାଇଛି। ସୂଚନା ପ୍ରକାରେ ଆଜି ଦିବା ପ୍ରାୟ ୧୧ ଘଣ୍ଟିକା ସମୟରେ 1 ବର୍ଷରୁ ଉର୍ଦ୍ଧ ଶିଶୁ ପୁତ୍ରକୁ କେହି ଅଜଣା ବ୍ୟକ୍ତି ପରିତ୍ୟକ୍ତ ଅବସ୍ଥାରେ ଜିଲ୍ଲା!-->!-->!-->…