ଞ୍ଚାୟତିରାଜ ବିଭାଗ ସ୍କାନରରେ  ‘ମୂଷା’ ଭିଜିଲାନ୍ସ ଚଢ଼ାଉକୁ ନେଇ ମନ୍ତ୍ରୀ ରବି ନାଏକଙ୍କ ଇସାରା

ଖୋର୍ଦ୍ଧା(ସଞ୍ଜୀବ କୁମାର):-
ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷାମାନେ ରହିଛନ୍ତି’
ପୁରୁଣା ମୂଷା ହେଉକି ନୂଆ, ଦଣ୍ଡ ନିଶ୍ଚିତ ପାଇବେ’
ମୂଷା ହୁଅନ୍ତୁ କି ବିରାଡି, ଆଇନ ଆଗରେ ସମସ୍ତେ ସମାନ’
ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ JEE ଓ ବିଡିଓଙ୍କୁ ନଲମ୍ବନ କରିଛି
ଯିଏ ଦୁର୍ନୀତି କରିବେ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବ

You might also like
error: Content is protected !!