ଆଦିବାସୀ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା ରାଲି

ବାଲିଗୁଡା,୨୪/୦୬:(ସୁକାନ୍ତ କୁମାର ତ୍ରିପାଠୀ]ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା ରାଲି ଆଜି ଅନୁଷ୍ଠିତ ହୋଇ ଯାଇଅଛି। ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଯୁବ ରେଡକ୍ରସ୍ କନ୍ଧମାଳ…

ଶ୍ରୀମନ୍ଦିରରେ ଘଣାଲାଗି ନୀତି

 ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଜି ଅଣସର ତ୍ରୟୋଦଶୀ ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକ ବୃନ୍ଦ। ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି। …

 ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 ନୟାଗଡ(ପ୍ରଭାକର ଶିରୋମଣି):- କଣ୍ଟିଲୋ ନୀଳମାଧଵ ମହାବିଦ୍ୟାୟ ପରିସରରେ ପ୍ରତି ଵର୍ଷ ଭଳି ଚଳିତ ଵର୍ଷ ଜୁନ  ୨୧ ତାରିଖରେ ଆନ୍ତର୍ଯ୍ୟାତିକ ଯୋଗ ଦିବସ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ କଲେଜ ଅଧ୍ୟକ୍ଷl ଡ଼. ନନ୍ଦିତା ବାରିକଙ୍କ ପୌରହିତରେ ଏହି ଶିବିର ରେ ଉପସ୍ଥିତ ଛାତ୍ର ଛାତ୍ରୀ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଆରକ୍ଷୀ…

ଟାଙ୍ଗିଲି ପଦର ଗ୍ରାମ ସ୍ଥିତ ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା

ଆର,ଉଦୟଗିରି,(ମନୋଜ ପାଢୀ):- ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା. ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଟାଙ୍କିଲିପଦର ଗାଁରେ। ଗାଁର ନୀଳାଞ୍ଚଳ ସାହୁ ନାମକ ଯୁବକ ଖମାରିସାହି ଗାଁର ଜଣେ ଯୁବତୀଙ୍କୁ ଫୋନ ମାଧ୍ୟମରେ ରଙ୍ଗ ନମ୍ବର ଲଗାଇ କଥା…

ଗଜପତିରେ ଡାଇରିଆ ରୋଗ ବ୍ୟାପୁଛି

ଆର,ଉଦୟଗିରି ,(ମନୋଜ ପାଢୀ):- ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ, ହଇଜା ବ୍ୟାପୁଥିବା ଖବର ମିଳିଛି । ବିଶେଷକରି ଛୋଟ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଖବର ମିଳିଛି. ହେଲେ ଡାଇରିଆ ଓ ହଇଜା ବ୍ୟାପୁ ଥିବା ଖବରକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ବୀକାର କରିନାହାନ୍ତି ।…

ପାହାଡିଆ ନଦୀରେ ବିପଦପୂର୍ଣ୍ଣ ଭାବେ ପାର ହୋଇ ସ୍କୁଲ୍ ଯାଉଛନ୍ତି କୋମଳମତି ଛାତ୍ରୀଛାତ୍ରୀ

ଆର,ଉଦୟଗିରି,(ମନୋଜ ପାଢୀ ):- ଗଜପତି ଜିଲ୍ଲାର ଅନେକ ବନ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ପାହାଡିଆ ନାଳ ଓ ନଦୀ ବିପଦପୂର୍ଣ୍ଣ ଭାବେ ଅତିକ୍ରମ କରି କୋମଳମତି ଶିଶୁମାନେ ପ୍ରାଥମିକ ବିଦ୍ୟାଳୟକୁ ଆସୁଥିବା ଲକ୍ଷ୍ୟ କରାଯାଇଛି. ଖରା ଛୁଟି ଶେଷ ହେବା ପରେ ଗତ ଶୁକ୍ରବାର ଦିନ ଗଜପତି…

ଗୁରୁସାହିରେ ଶିଶୁ ସଂସଦ ଓ ଶିଶୁ ଅଧିକାର ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟଶାଳା ଆୟୋଜିତ

ଆର,ଉଦୟଗିରି (ମନୋଜ ପାଢୀ):- : ସିସିଡି ଓଏଫ୍ଏଫ୍ ଭିଡିପି ପ୍ରକଳ୍ପ ତତ୍ତ୍ୱାବଧାନରେ ଗୁରୁସାହି ଗ୍ରାମରେ ଏକ ଦିନିଆ ଶିଶୁ ସଂସଦ ଓ ଶିଶୁ ଅଧିକାର ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁ ଓ…

ବାରଖମାରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

କନ୍ଧମାଳ,୨୩/୦୬କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ସ୍ଥିତ ୧୩୬ ବିଏସଏଫ ବାଟାଲିୟନ ତରଫରୁ ବାରଖମା ଓ଼ ଗଡ଼ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଏଥିରେ ବିଏସଏଫ କର୍ମଚାରୀ ନିର୍ମଳ ଚନ୍ଦ୍ର ଦାସ ଓ଼ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ୫୬ ତମ ଶାଖା ଉଦଘାଟନ

ବାଲିଗୁଡା,୨୩/୦୬:(ସୁକାନ୍ତ କୁମାର ତ୍ରିପାଠୀ]ରାଷ୍ଟ୍ର ନିର୍ମାଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ଏହାର ଉପସ୍ଥିତିକୁ ସୂଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ବ୍ରହ୍ମପୁର ସର୍କଲର ୫୬ ତମ ଶାଖା ସୋମବାର…
error: Content is protected !!