ଆଦିବାସୀ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା ରାଲି

ବାଲିଗୁଡା,୨୪/୦୬:(ସୁକାନ୍ତ କୁମାର ତ୍ରିପାଠୀ]ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା ରାଲି ଆଜି ଅନୁଷ୍ଠିତ ହୋଇ ଯାଇଅଛି। ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ କାଉନସେଲର ଦଣ୍ଡପାଣି ଭୂୟାଁ ଜାତୀୟ ସେବାଆଦିବାସୀ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା ରାଲି ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା ଅଧିକାରିଣୀ ଅରୁନ୍ଧତୀ ପ୍ରଧାନ କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା ମହାବିଦ୍ୟାଳୟ ପରିସରରୁ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଚାଲିଚାଲି ଯାଇ ସ୍ଳୋଗାନ ମାଇକ୍ ରେ ଦେଇ ଛାତ୍ରଛାତ୍ରୀ ଙ୍କ ସହ ଫେରିଥିଲେ। ମହାବିଦ୍ୟାଳୟର ଅଧିକାଂଶ ଅଧ୍ୟାପକଅଧ୍ୟାପିକା ଏହି ରାଲିରେ ଅଂଶ ଗ୍ରହଣ କରିଥିଲେ।

You might also like
error: Content is protected !!