ଜlନିବିଲି ପ୍ରକଲ୍ପ କାର୍ଯ୍ୟାଳୟରେ ତାଲା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଜlନିବିଲି ପ୍ରକଲ୍ପ କାର୍ଯ୍ଯ ଆହୁରି ଶେଷ ହୋଇନି l କିନ୍ତୁ ଏହାର କାର୍ଯ୍ୟାଳୟ କେଉଁ ଆଡେ ଉଭା ହୋଇଗଲାଣି l ଏହି କାର୍ଯ୍ୟାଳୟ ସମ୍ମୁଖରେ ତାଲା ଝୁଲୁଛି l କିନ୍ତୁ ଆଗରେ ଏବେ ୱାଟକୋ ବିଭାଜନ (ପ୍ରକଲ୍ପ) ଫଳକ ଲାଗିଛି l ଗୋଟେ ପଟେ କାର୍ଯ୍ୟାଳୟ…

ମହିଳା ଙ୍କ ଶବ ବ୍ୟବଛେଦ ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- କୁଜଙ୍ଗ ମୃତ ମହିଳା ଙ୍କ ଶବ ବ୍ୟବଛେଦ ରିପୋର୍ଟ ତୁରନ୍ତ ଦେବା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସି ଏଚ ସି ମେଡିକାଲର ଅଫିସର କୁ ମାଡ଼ିବସିଲା ଭିଜିଲାନ୍ସ , ହେ ଭଗବାନ ଶେଷରେ ମଲା ଲୋକର ପଇସା ଖାଇଗଲେ ରକ୍ଷା କର ।

ଚନ୍ଦ୍ରଗିରି ଠାରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ୯୦ ତମ ଜନ୍ମ ଉତ୍ସବ ପାଳନ ଅନୁଷ୍ଟିତ ।

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହ‌ନା ବ୍ଲକର ଚନ୍ଦ୍ରଗିରି ଠାରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ୯୦ତମ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଚନ୍ଦ୍ରଗିରିର ତିବ୍ବତୀୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ ତିବ୍ବତୀୟ ଧର୍ମଗୁରୁ ମହାମାନ୍ୟ ଦଲାଇଲାମାଙ୍କ ୯୦ ତମ…

ବିଭୂତିଭୂଷଣ ଆଚାର୍ଯ୍ୟ ବାଲିଗୁଡ଼ା ବ୍ଲକ୍ ରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ

ବାଲିଗୁଡା, ୦୭/୦୭[ସୁକାନ୍ତ କୁମାର ତ୍ରିପାଠୀ}ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଆଜି ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ କନ୍ଫରେନ୍ସ ହଲରେ ୨୦୨୪ ସକାଶେ ବାଲିଗୁଡ଼ା ବ୍ଲକ୍ ସକାଶେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି।ଡିଏଫ୍ଓ…

ଉତ୍କଳ ବେଲମା ସମାଜ ଚାରି ତାଲୁକା ବୈଠକ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର, ଆସ୍କା ରୋଡ଼ରେ ଅବସ୍ଥିତ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଉତ୍କଳ ବେଲମା ସମାଜର ଚାରି ତାଲୁକା (ଘୁମୁସର, ଧରାକୋଟ, ଖାଲସା ଓ ଆଠଗଡ଼ ତାଲୁକା) ଏବଂ ସମସ୍ତ ପଲ୍ଲୀ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି,(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ…

ବିଜୁଳି ବିଭାଗ ର ଚରମ ଅବହେଳା ଯୋଗୁ ବରିଷ୍ଠ ଶ୍ରଦ୍ଧାଳୁଙ୍କ ଦୟନୀୟ ଅବସ୍ଥା : ରାଷ୍ଟ୍ରପତି ଯିବା ପର ଠାରୁ ଲିଫ୍ଟରେ…

କଣ୍ଟିଲୋ,(ପ୍ରଭାକର ଶିରୋମଣି):-   କଣ୍ଟିଲୋ ୬ l ୭  ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ କ୍ଷେତ୍ର ଆଜି ଶ୍ରୀ ହୀନ ହୋଇପଡିଛି l                 ସୂଚନା ଯୋଗ୍ୟ ଏହିଯେ କଣ୍ଟିଲୋ ନୀଳମାଧଵ ପୀଠର ବିକାଶ ପ୍ରକଳ୍ପ ରେ ସାମିଲ ହୋଇ କାର୍ଯ୍ୟ ଶେଷ ହେବାକୁ ବସିଥିଲା…

ସଡ଼କ ସୁରକ୍ଷା: BIS ସ୍ବୀକୃତିପ୍ରାପ୍ତ ହେଲମେଟ୍‌ ପିନ୍ଧିବାକୁ ପରାମର୍ଶ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସଡ଼କ ସୁରକ୍ଷା: BIS ସ୍ବୀକୃତିପ୍ରାପ୍ତ ହେଲମେଟ୍‌ ପିନ୍ଧିବାକୁ ପରାମର୍ଶ କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ଶସ୍ତା ଓ ବିପଦପୂର୍ଣ୍ଣ ହେଲମେଟ୍‌ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଶରେ ବର୍ତ୍ତମାନ ୨୧ କୋଟି ଦୁଇ ଚକିଆ ଯାନ…

ଲବଣଗିରି ଠାରେ ସୁନାବେଶ ଅବସରରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କୁ ସୁବର୍ଣ୍ଣ ଆଭୂଷଣରେ ଶ୍ରୀଜୀଉ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ବ୍ଲକ ଲବଣଗିରି ଠାରେ ସୁନାବେଶ ଅବସରରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କୁ ସୁବର୍ଣ୍ଣ ଆଭୂଷଣରେ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ |ଶ୍ରୀଜୀଉ ମାନେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ୩ ରଥରେ ବସି ଦର୍ଶନ ଦେଲେ |ଲବଣଗିରି ଜଗନ୍ନାଥ କମିଟି…

ଶାନ୍ତିର ପ୍ରତୀକ ମହାମାନ୍ୟ ଦଲାଇଲାମା ଙ୍କ ଜନ୍ମ ଦିନ ଅବସରରେ ଚନ୍ଦ୍ରଗିରି ଠାରେ ବୃକ୍ଷ ରୋପଣ କଲେ ଜିଲ୍ଲାପାଳ ଓ…

ଆର,ଉଦୟଗିରି(ମନୋଜ ପାଢୀ):- ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ର ଚନ୍ଦ୍ରଗିରି ଅଞ୍ଚଳରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଦୁହେଁ ମିଳିତ ଭାବେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଛନ୍ତି। ଆଜି ଶାନ୍ତିର ପ୍ରତୀକ ମହାମାନ୍ୟ…
error: Content is protected !!