ମହାପ୍ରଭୁ ଙ୍କ ଦ୍ବାଦଶ ଯାତ୍ରାରୁ ଅନ୍ୟତମ ଯାତ୍ରା ଅଟେ ଶ୍ରୀହରି ଶୟନ ଏକାଦଶୀ

ଭୁବନେଶ୍ୱର,(ଏସ.ଏମ.ପି):- ଶ୍ରୀହରି ଶୟନ ଏକାଦଶୀ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଦ୍ବାଦଶ ଯାତ୍ରାରୁ ଅନ୍ୟତମ ଯାତ୍ରା ଅଟେ। ରଥଯାତ୍ରାପରେ ଆଷାଢ଼ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ କୁହନ୍ତି । ଏହିଦିନ ହରିଶୟନୋତ୍ସବ ପାଳିତ ହୁଏ । ସେଦିନ ଚତୁର୍ଥ ପ୍ରହରର ପୂଜାପରେ…

ଗଜପତିରେ ୮୦ ବର୍ଷର ବୃଦ୍ଧ ଓ ବୃଦ୍ଧାଙ୍କୁ ଭତ୍ତା ପ୍ରଦାନରେ ବିଫଳ ବିଜେପିସରକାର

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତିରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆ ଯାଉ ନ ଥିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ନେତ୍ରୀ ତଥା ସମାଜସେବୀ ଜସ୍ମିନ୍ ଶେଖ୍. ସମାଜସେବୀ ଜସ୍ମିନ୍ ଶେଖ୍ ଗାଇବା ପଞ୍ଚାୟତ କୁ ଗସ୍ତରେ ଯାଇ ଗାଇବା…

ଲଗାଣ ବର୍ଷା ଯୋଗୁଁ ମୋହନା ବ୍ଲକ ଗର୍ଡାମା ପାପାଇଜୁ ପୋଲ ଉପରେ ୨ ଫୁଟ୍ ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ ।

ଆର,ଉଦୟଗିରି,(ମନୋଜ ପାଢୀ):- ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗର୍ଡ଼ମା ପାପାଇଜୁ ଆପ୍ରୋଚ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟତ ବନ୍ଦ ହୋଇଯାଇଛି। ଏଥିସହ ଗର୍ଡ଼ମା ପଞ୍ଚାୟତ ସମେତ, କଟାମା, ଗୁରୁଝୁଳି…

କେଶରା ଗ୍ରାମ ନିକଟରେ ଏକ ବୃଦ୍ଧା ଙ୍କୁ ଧକ୍କା ଦେଇ ଗୁରୁତରଙ୍କୁ ଡାକ୍ତରଖାନା ସମ୍ମୁଖରେ ଛାଡି ଚାଲିଗଲା ମିନିଟ୍ରକ…

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତିରେ ଜଣେ ବୃଦ୍ଧା ଏକ ଟ୍ରକ ଧକ୍କାରେ ଗୁରୁତର ହୋଇଥିଲେ. ଧକ୍କା ଦେବା ପରେ ଟ୍ରକ ଡ୍ରାଇଭର ଡାକ୍ତରଖାନାରେ ଚିକିତ୍ସା କରାଇ ଦେବି କହି ଗୁରୁତରଙ୍କୁ ଟ୍ରକରେ ବସାଇ ଆଣି ଡାକ୍ତରଖାନା ବାହାରେ ଛାଡି ଚମ୍ପଟ ମାରିବା ଘଟଣା ନେଇ ମୋହନା ଥାନାରେ ଏତଲା ରୁଜୁ…

ବଡ଼ଏକାଦଶୀ ତଥା ହରିଶୟନ ଏକାଦଶୀ ପାଳିତ,ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବଡ଼ ଏକାଦଶୀ ତଥା ହରି ଶୟନ ଏକାଦଶୀ ପାଳିତ ହୋଇଯାଇଛି। ଏହି ଏକାଦଶୀ ତଥା ବଡ଼ ଏକାଦଶୀ ପାଳନ କରିବା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସକାଶେ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଛି।ଏହି ଏକାଦଶୀ ପାଳନ…

ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ କୁମାର ଜେନାଙ୍କ ୮୩ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢ):- ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ଥିବା ମୀନକେତନ ଡିଗ୍ରୀ କଲେଜ ପରିସରରେ ବିଜୟ କୁମାର ଜେନା ସ୍ମୃତି ପରିଷଦ ପକ୍ଷରୁ ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ କୁମାର ଜେନାଙ୍କ 83 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ…

ପୋଲିସ ହାବୁଡରେ ଜୁଆ ଖେଳାଳି, ଛଅଜଣ ଗିରଫ ।

ଆର,ଉଦୟଗିରି,(ମନୋଜ ପାଢୀ):- ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ,କାଲି ଅର୍ଥାତ୍ ୦୬.୦୭.୨୫ ସନ୍ଧ୍ୟାରେ ଗଜପତି ଜିଲ୍ଲାର କାଶୀନଗର ପିଏସ୍ ସୀମା ଅନ୍ତର୍ଗତ କୋଣ୍ଡୁରୁ ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା ଏବଂ ମୋଟ ଛଅ ଜଣଙ୍କୁ ଗିରଫ କରାଯାଇଥିଲା, ନଗଦ _୧ ଲକ୍ଷ ୫ ହଜାର…

ରଥ ଉପରେ ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ରବିବାର ଆଷାଢ ଶୁକ୍ଲ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ବିଶ୍ବନିୟନ୍ତାଙ୍କୁ ଆକର୍ଷଣୀୟ ସୁନାବେଶରେ ଶ୍ରଦ୍ଧାଳୁ ଦେଖିଥିଲେ । ଅନ୍ୟପକ୍ଷରେ ସୁନାବେଶ ଲାଗି ପରିଚାଳନା କମିଟି…

ଅନୁକମ୍ପାମୂଳକ ନିଯୁକ୍ତି ଦାବି : ପୁରାତନ ଡିସଚାର୍ଜ ଗୃହରକ୍ଷୀଙ୍କ ପକ୍ଷ ରୁ ପରୀକ୍ଷା ବର୍ଜନ l

କୁକୁଡ଼lଖଣ୍ଡି,(ଇ.ରଞ୍ଜନ):- କୁକୁଡ଼lଖଣ୍ଡି : ଆଜି ଗୃହରକ୍ଷୀ ନିଯୁକ୍ତି ପାଇଁ ବ୍ରହ୍ମପୁର ସଦର ଏବଂ ନିମାଖଣ୍ଡି ଥାନା ପକ୍ଷ ରୁ ନୂତନ ଗୃହରକ୍ଷୀ ନିଯୁକ୍ତି ନିମନ୍ତେ ପରୀକ୍ଷା ଅଙ୍କୁଶପୁର ବେସରକାରୀ ଆବାସିକ ବିଦ୍ୟାଳୟ ରେ ଅନୁଷ୍ଟିତ ହୋଇଛି। ଏଥିରେ ଶତାଧିକ ଯୁବ ଫିଡୀ ପରୀକ୍ଷା…

ପୁରୁଷୋତ୍ତମପୁର ନୂତନ ଏସଡ଼ି ପିଓଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ଜଣାଇଲେ ସେବା ସାମ୍ବାଦିକ ସଙ୍ଘ କର୍ମକର୍ତ୍ତା ମାନେ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ରେ ନୂତନ ଏସ ଡି ପି ଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ପୁରୁଷୋତ୍ତମୁର ସେବା ସାମ୍ବାଦିକ ସଂଘ କର୍ମକର୍ତ୍ତା ମାନେ | ପୂର୍ବତନ ଏସ ଡି ପିଓ ଡ଼ଃ ଦୀପକ କୁମାର ମିଶ୍ରଙ୍କ ଅଚାନକ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସ ଡି…
error: Content is protected !!