ମହିଳା ଙ୍କ ଶବ ବ୍ୟବଛେଦ ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

କୁଜଙ୍ଗ ମୃତ ମହିଳା ଙ୍କ ଶବ ବ୍ୟବଛେଦ ରିପୋର୍ଟ ତୁରନ୍ତ ଦେବା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସି ଏଚ ସି ମେଡିକାଲର ଅଫିସର କୁ ମାଡ଼ିବସିଲା ଭିଜିଲାନ୍ସ , ହେ ଭଗବାନ ଶେଷରେ ମଲା ଲୋକର ପଇସା ଖାଇଗଲେ ରକ୍ଷା କର ।

Smart Computer Ad
You might also like
error: Content is protected !!