ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ସଡ଼କ ସୁରକ୍ଷା: BIS ସ୍ବୀକୃତିପ୍ରାପ୍ତ ହେଲମେଟ୍ ପିନ୍ଧିବାକୁ ପରାମର୍ଶ କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ଶସ୍ତା ଓ ବିପଦପୂର୍ଣ୍ଣ ହେଲମେଟ୍ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଶରେ ବର୍ତ୍ତମାନ ୨୧ କୋଟି ଦୁଇ ଚକିଆ ଯାନ ପ୍ରଚଳନ କରୁଛି ୧୭୬ଟି କମ୍ପାନୀକୁ BIS ମାର୍କା ହେଲମେଟ୍ ତିଆରି ଲାଇସେନ୍ସ ମିଳିଛି ଏସବୁ ସତ୍ତ୍ବେ ବହୁଳ ମାତ୍ରାରେ ଅଣସ୍ବୀକୃତିପ୍ରାପ୍ତ ହେଲମେଟ୍ ବିକ୍ରି ହେଉଛି ଯାହା ଦୁର୍ଘଟଣାଜନିତ ମୃତାହତଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହେଉଛି BIS କେୟାର ଆପ୍ କିମ୍ବା ପୋର୍ଟାଲ୍ ଜରିଆରେ ଅବଗତ ହେବାକୁ ପରାମର୍ଶ.
