କୁକୁଡାଖଣ୍ଡି ରେ କଂଗ୍ରେସ ପକ୍ଷ ରୁ ଓଡ଼ିଶା ବନ୍ଦ ଡାକରା ସଫଳ

କୁକୁଡ଼ାଖଣ୍ଡି,(ଇ.ରଞ୍ଜନ):- କୁକୁଡ଼ାଖଣ୍ଡି ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଏଫ୍ଏମ କଲେଜ ରେ ସମ୍ୟlଶ୍ରୀ ବିଶି ଙ୍କ ଜଳି ପଡ଼ି ମୃତ୍ୟୁ ହୋଇଥିବା ଘଟଣା କିଛି ଦିନ ଧରି ଘଟିଯାଇଥିବା ବେଳେ ସାରା ରାଜ୍ୟ ରେ ଚର୍ଚ୍ଚିତ ବିଷୟ ପାଲଟିଛି l ଏହି ଘଟଣା କୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି…

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି

ଆର,ଉଦୟଗିରି,(ମନୋଜ ପାଢୀ):- ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ…

୬ ମାସ ଧରି ଷ୍ଟେଟ ବ୍ୟାଙ୍କ ଏଟିଏମ୍ ବନ୍ଦ, ଗ୍ରାହକ ହନ୍ତସନ୍ତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ଗ୍ରାହକଙ୍କ ସୁବିଧା ପାଇଁ ବୁଗୁଡ଼ାର ଦୁଇଟି ସ୍ଥାନରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏଟିଏମ ସ୍ଥାପନ ହୋଇଥିଲା । ଗୋଟିଏ ଏଟିଏମ ଷ୍ଟେଟ ବ୍ୟାଙ୍କ କଡ଼ରେ ଥିବା ବେଳେ ଦ୍ବିତୀୟଟି ନୂଆଁ ବସଷ୍ଟାଣ୍ଡ ନିକଟରେ ଥିଲା । ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ସହର ଠାରୁ…

ଓଡିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ

ଭଞ୍ଜନଗର,(ବବି ରଥ):- ଆଜି ଓଡିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଭାବି ଘୁମୁସର ଜିଲ୍ଲା ରେ. ସ୍ଥାନୀୟ କଂଗ୍ରେସ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବିଷୋୟୀ, ସକ୍ରିୟ ଯୁବକର୍ମୀ ଶ୍ରୀ କୁଲୁଭୁୟା, ପି.ସି. ସି ସଭ୍ୟ ଶ୍ରୀ ଯୁକ୍ତ ଦେବୀ…

ମଣ୍ଡଳ ରେଳବାଇ ପ୍ରବନ୍ଧକ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ଇଚ୍ଛାପୂରମ ରେଳ ସେକ୍ସନ ନୀରିକ୍ଷଣ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭିତ୍ତିଭୂମି, ସୁରକ୍ଷା ଏବଂ ଯାତ୍ରୀ ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏକ ଉନ୍ନୟନମୂଳକ ଅଭିଯାନରେ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା ଆଜି ସମସ୍ତ ଶାଖା ଅଧିକାରୀଙ୍କ ସହିତ ଖୋର୍ଦ୍ଧା ରୋଡ୍-ଇଛାପୁରମ୍ ରେଳ…

ସମସ୍ତ ବିଦ୍ୟାଳୟରେ ମହିଳା କର୍ମଚାରୀ, ଶିଶୁ ଓ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସୁରକ୍ଷିତ ପରିବେଶ ସୃଷ୍ଟି…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବିଦ୍ୟାଳୟରେ କାର୍ଯ୍ୟରତ ଥିବା ମହିଳା କର୍ମଚାରୀଙ୍କ ସୁରକ୍ଷା ସହିତ ସମସ୍ତ ପିଲାଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଗଠନ କରିବା ଏବଂ ବିଶେଷ କରି ଅଧ୍ୟୟନରତ ଛାତ୍ରୀଙ୍କୁ ଶାରୀରିକ, ମାନସିକ ଆଦି ନିର୍ଯାତନାରୁ ସୁରକ୍ଷାକୁ ଗୁରୁତ୍ଵ ଦେଇ ବିଦ୍ୟାଳୟ ଓ…

FM କଲେଜ ଘଟଣା ପରେ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ, ଏବେ ସ୍କୁଲରେ.

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାଜ୍ୟର ସମସ୍ତ ସରକାରୀ ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଜିଲା ଶିକ୍ଷା ଅଧିକାରୀ (DEO) ମାନଙ୍କୁ ନିଜ ନିଜ ଜିଲାରେ…

ଧନିଆ ପାଣିର ଜାଣନ୍ତୁ ସ୍ୱାସ୍ଥ୍ୟ ଉପକାରିତା

ଭୁବନେଶ୍ୱର,(ଏସ.ଏମ.ପି):- ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦିକ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଯାହା ରାମବାଣ ଭଳି କାର୍ଯ୍ୟକାରୀ କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧନିଆରେ ଭିଟାମିନ୍ ସି, ଏ, କେ, ବି୬, କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ, ଫସଫରସ,…

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଦିବଙ୍ଗତ ସୌମ୍ୟାଶ୍ରୀ ଙ୍କ ପାଇଁ ନୀରବ ଶୋଭାଯାତ୍ରା ସହ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର,(ବିଚିତ୍ର ସାହୁ):- ଦିବଙ୍ଗତ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦ ଗତି ନିମନ୍ତେ ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମାପଲ୍ଲୀ ଛକ ଠାରେ ହାତରେ ମହମବତୀ ଧରି ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତ୍ତା ମାନେ ସ୍ୱର୍ଗୀୟା…

ଅନ୍ତଃ ଜିଲ୍ଲା ପୁରୁଷ ବର୍ଗ ଫୂଟବଲ ଚାମ୍ପିୟନସିପ୍ “ସାହାଣୀ କପ ୨୦୨୫” ବ୍ରହ୍ମପୁର ଜୋନ୍‌ ରେ ଉଦଘାଟିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ "ସାହାଣୀ କପ ୨୦୨୫" ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନରେ ଉଦଘାଟିତ ହୋଇଛି। ଉଦଘାଟନ ର ପ୍ରଥମ ମ୍ୟାଚ ନବରଙ୍ଗପୁର ଜିଲ୍ଲା ସହ ଭୁବନେଶ୍ୱର ଜିଲ୍ଲା ମଧ୍ୟରେ ହୋଇଥିଲା। ନବରଙ୍ଗପୁର ଦଳ ୦ ଗୋଲ…
error: Content is protected !!