ଓଡିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ

ଭଞ୍ଜନଗର,(ବବି ରଥ):-

ଆଜି ଓଡିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଭାବି ଘୁମୁସର ଜିଲ୍ଲା ରେ. ସ୍ଥାନୀୟ କଂଗ୍ରେସ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବିଷୋୟୀ, ସକ୍ରିୟ ଯୁବକର୍ମୀ ଶ୍ରୀ କୁଲୁଭୁୟା, ପି.ସି. ସି ସଭ୍ୟ ଶ୍ରୀ ଯୁକ୍ତ ଦେବୀ ବିଷୋୟୀ, ଏ ଆଇ ସି ସି ଜିଲ୍ଲା ପ୍ରତିନିଧି ଶ୍ରୀ ନିରାକାର ଙ୍କ ସମେତ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ବରିଷ୍ଟ ଓକିଲ ଶ୍ରୀ ଯୁକ୍ତ ସୋମନାଥ ନାୟକ ଙ୍କ ସହିତ ସମସ୍ତ ନୂତନ -ପୁରାତନ ସଂଗ୍ରାମୀ କର୍ମୀ ଙ୍କ ସହିତ ସ୍ଥାନୀୟ ଜନସାଧାରଣ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ କୁ ସହଯୋଗ ସହିତ ଏହି ସମ୍ବେଦନ ଶିଳ ଘଟଣା କିଭଳି ପୁନରାବୃତ୍ତି ନହେବା ସହ ବିଶି ଙ୍କ ସହ ଘଟିଥିବା ସେସମୟ ର ଫୁଟେଜ କୁ ସାର୍ବଜନୀନ କରିବାକୁ ଦାବି ରଖିଛନ୍ତି. ଭଞ୍ଜନଗର ରୁ ବବି ରଥ ଙ୍କ ରିପୋର୍ଟ 🙏

Smart Computer Ad
You might also like
error: Content is protected !!