ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ନିର୍ମାଣ ହୋଇ ପାରୁନାହିଁ ରାସ୍ତା: ଦୋଳାକୁ କାନ୍ଧରେ ୯ କିମି ବୋହି ରୋଗୀଙ୍କୁ…

ଆର,ଉଦୟଗିରି(ମନୋଜ ପାଢୀ):- ୭୦ ବର୍ଷ ଗାଁ ସ୍ଥାପନ ହେବା ପରେ ପର ଠାରୁ ଆଜି ପର୍ଯ୍ୟନ୍ତ ଗାଁର ରାସ୍ତା ଅବସ୍ଥା ଯାହା ଥିଲା ଆଜିବି ସେହି ଅବସ୍ଥା ରହିଛି । ଆଜିବି ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇପାରି ନଥିବାରୁ ଗ୍ରାମକୁ ଆମୁଲାନ୍ସ ସେବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି । ଗାଁର…

ଆତରସିଂ ଅଜଣା ପୋକ ଭୟରେ ଲୋକେ ଆତଙ୍କିତ ।

ଆର,ଉଦୟଗିରି,(ମନୋଜ ପାଢୀ ):- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଆଦିବାସୀ ଅଧ୍ଯୁଷିତ ଆତରସିଂ ଗ୍ରାମରେ ଏକମାସରୁ ଅଧିକ ସମୟ ହେଲାଣି ଅଜଣା ପୋକ ଆତଙ୍କ ଲାଗି ରହିଛି। ପୋକ ଗୁଡ଼ିକ ବିଭିନ୍ନ ଘରେ ପଶି ଖାଦ୍ୟଦ୍ରବ୍ୟ ନଷ୍ଟ କରି ଦେଉଛନ୍ତି। ଏହାସହ ଲୋକେ ଶୋଇଥିବା ବେଳେ ତାଙ୍କୁ କାମୁଡ଼ି…

ମୋହନାରେ କଂଗ୍ରେସର ବନ୍ଦ ପାଳନ

ଆର,ଉଦୟଗିର(ମନୋଜ ପାଢୀ):- - ଗତ 13 ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଯୁକ୍ତ ତିନି ତୃତୀୟ ବର୍ଷ ର ଛାତ୍ରୀ ସୌମ୍ୟଶ୍ରୀ ନିଜେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଘଟଣା ସାରା ରାଜ୍ୟ କୁ ସ୍ତବ୍ଧ କରିଦେଇଛି l ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଡବଲ…

ସାପ୍ତାହିକ ଓ ଦୈନିକ ବଜାର ନୀଲାମ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନା ସାପ୍ତାହିକ ହାଟ ଓ ଦୈନିକ ବଜାର ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ନିଲାମ ପ୍ରକ୍ରିୟା ହୋଇଥିବା ବେଳେ ଅନେକ ବ୍ୟକ୍ତି ନିଲାମ ରେ ସାମିଲ ହୋଇଥିଲେ । ସାପ୍ତାହିକ ହାଟ ପାଇଁ ବାର୍ଷିକ 7…

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲାରେ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁବାରକ ଅଲ୍ଲୀ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିକହିଛନ୍ତି ସେ ଗଜପତି ଜିଲ୍ଲା କହିଛନ୍ତିଯେ, କର୍ତଵ୍ୟରେ ଅବହେଳା ଓ…

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ।

ଆର,ଉଦୟଗିରି,(ମନୋଜ ପାଢୀ):- ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ…

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ଆର,ଉଦୟଗିରି,(ମନୋଜ ପାଢୀ):- ରାଜବାଟି ନିକଟରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ୱର୍ଗତା ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାରଳାଖେମୁଣ୍ଡି ସହରର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମହିଳାମାନେ ଏଥିରେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହି…

ବାଲିଗୁଡା କଂଗ୍ରେସର ବନ୍ଦ ପାଳନ

ବାଲିଗୁଡା, ୧୭/୦୭ ସମଗ୍ର କନ୍ଧମାଳ ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ Iବାଲିଗୁଡା ଠାରେ ମଧ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ ହୋଇଛି I ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ…

୫ ଆଣ୍ଟିସୋସିଆଲ୍ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ନିମଖଣ୍ଡି ପୋଲିସ,୫ଜଣକୁ ଗିରଫ କରିଛି l ପିସ୍ତଲ,ଜୀବନ୍ତ ଗୁଳିଏବଂ ଖଣ୍ଡାକୁ ପୋଲିସ ଜବତ କରିଛି l ଅଭିଯୁକ୍ତ ପ୍ରସାନ୍ତ କୁମାର ସେଠୀ,କାଳିଆ ସେଠୀ,ଟୁନା ନାୟକ,ମହେଶ୍ୱର ପାତ୍ର, ମୁରଲୀ ସାହୁକୁ ପୋଲିସ ଗିରଫ କରିଛି l ରାତ୍ରି ପାଟ୍ରୋଲିଂ ସମୟରେ…

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା l ଏଫ୍ ଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି l ଘଟଣାକୁ ନେଇ କଂଗ୍ରେସ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଥିଲା l ଅଖ ଚକ ବନ୍ଦ ରହିଥିଲା l ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରେଳ…
error: Content is protected !!