ଆଦିବାସୀ ମହାବିଦ୍ୟାଳୟରେ ଯୈ।ନ ନିର୍ଯାତନା ସଚେତନତା ସଭା

ବାଲିଗୁଡା -୧୪/୦୭:(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଆଜି ମଧ୍ୟ।ହ୍ନରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ସଭାପତିତ୍ବରେ ଯୈ।ନ ନିର୍ଯାତନା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଅନ୍ତରୀଣ ଅଭିଯୋଗ କମିଟି ଦ୍ବାରା ଆହୂତ ଏହି ସଭାରେ ପ୍ରଥମେ…

ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,(ବିଚିତ୍ର ସାହୁ):- କୁକୁଡାଖଣ୍ଡି ବ୍ଲକ ବାଲିପଡା ସ୍ଥିତ ମହୁରୀ କାଳୁଆ ଜୁନିୟର କଲେଜରେ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ…

ମୋଟୁ ଅଞ୍ଚଳରେ ସାମ୍ୱାଦିକ ଙ୍କୁ ହତ୍ୟା ନେଇ ଗଞ୍ଜାମ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ

ବ୍ରହ୍ମପୁର,(ବିଚିତ୍ର ସାହୁ):- ମାଲକାନାଗିରି ଜିଲ୍ଲା ମୋଟୁ ଥାନା ଅଂଚଳରେ ୱେବ୍‌ ଚାନେଲ ସାମ୍ବାଦିକ ସି.ଏଚ୍ ନରେଶଙ୍କ ହତ୍ୟାର ଅନୁସନ୍ଧାନ, ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦାବିନେଇ ବୁଧବାର ଦକ୍ଷିଣାଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ…

ଅର୍‌ଫାନ୍ ସର୍ଭେ ୨୦୨୫ ଆରମ୍ଭ ଆମରି ଶିଶୁ ପୋର୍ଟାଲ୍‌ରେ ରହିବ ଶିଶୁଙ୍କ ତଥ୍ୟ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ “ଅର୍‌ଫାନ୍ ସର୍ଭେ-୨୦୨୫” କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୁଗୁଡା ବ୍ଳକ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନ…

ଆଧାର ଓ ଭୋଟର। କାର୍ଡରେ ସରକାରୀ ତ୍ରୁଟି ଯୋଗୁଁ ଖାଦ୍ୟ ସୁରକ୍ଷା ଯୋଜନା, ଭତ୍ତାରୁ ବଞ୍ଚିତ ବହୁ ଯୋଗ୍ୟ ହିତାଧିକାରୀ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ୍‌ର ନୂଆଗାଁ ଗ୍ରାମରେ ବହୁ ବ୍ୟକ୍ତି ସରକାରୀ ତ୍ରୁଟି ଯୋଗୁଁ ଭତ୍ତା ପାଉନଥିବା ଅଭିଯୋଗ ହୋଇଛି. ଆର. ଉଦୟଗିରି ବ୍ଲକର ପୁରୁଣାପାଣି ପଞ୍ଚାୟତରେ ଏହି ବ୍ୟକ୍ତି ମାନେ ଥିବା ଯୋଗ୍ୟ ହିତାଧିକାରୀ ହୋଇଥିଲେ ହେଁ ସରକାରୀ…

ଛେଳାଗଡ ଓ ଡାବରାଗୁଡା ପଞ୍ଚାୟତ ନେଟଓ୍ବର୍କ ସାମସ୍ୟା ନେଇ ରାସ୍ତା ରୋକ ୧୭ ବଦଳରେ ୨୪ ହେବ

ଆର,ଉଦୟଗିରି(ମନୋଜ ପାଢୀ):- - ବୁଧବାର ୧୧.୩୦ ସମୟରେ ଛେଳାଗଡ ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ବୈଠକ ଗୃହଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ବୈଠକଟି ସ୍ଥାନୀୟ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ସୁମତା ରଇତଙ୍କ ନେତୃତ୍ବରେ ବୈଠକ…

ଜିଲ୍ଲାପାଳଙ୍କ ପ୍ରତିଶୃତି ପାଣିର ଗାର

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲାର ଦୁର୍ଗମ ଅଂଚଳର ଲୋକମାନଙ୍କୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅହରହ ଉଦ୍ୟମ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଯୋଗାଇ ଆସୁଥିବା ବେଳେ ବାସ୍ତବରେ ଗରିବ ଲୋକଙ୍କ ପାଖରେ ଏହି…

NCERT ୮ମ ଶ୍ରେଣୀ ପୁସ୍ତକରେ ଏକ ବଡ଼ ପରିବର୍ତ୍ତନ ଆଣିଛି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୮ମ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକରେ NCERT ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ସଂସ୍କରଣରେ କିଛି ଐତିହାସିକ ଚରିତ୍ରକୁ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପିତ କରାଯାଇଛି। ନୂତନ ପୁସ୍ତକରେ ମୋଗଲ ଶାସକ ବାବରଙ୍କୁ ଜଣେ ନିଷ୍ଠୁର ବିଜେତା…

ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜନପ୍ରିୟ ପ୍ରଧାନ ଶିକ୍ଷକ ଉଦୟନାଥ ସାହୁଙ୍କ ଦେହାନ୍ତ

ବାଲିଗୁଡା : ୧୬/୦୭:(ସୁକାନ୍ତ କୁମାର ତ୍ରିପାଠୀ)ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ଆସିଥିବା ଉଦୟନାଥ ସାହୁଙ୍କ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ନିଜ କେନ୍ଦ୍ରିୟ ବିହାର ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ସାହୁ ବାଲିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ,…

କଲେଜ ସମ୍ମୁଖରେ ଧାରଣା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚିନ୍ତାର ବିଷୟ ହୋଇପଡିଛି l ଏହି ଘଟଣାରେ ବିଭିନ୍ନ ସଂଗଠନ ତରଫରୁ ସରକାରଙ୍କୁ ଘେରାଉ କରା ଯାଉଛି l ଛାତ୍ରୀ ଜଣକଙ୍କ ଆତ୍ମାହୁତି ଘଟଣାର ତଦନ୍ତ ଜାରି ରହିଛି l ସହରର ଥିବା…
error: Content is protected !!