ଖବର ଦେବାର ୮ ଘଣ୍ଟା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ…. ଶେଷରେ କାର ଭଡ଼ା କରି ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଗଲା

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲାରେ ପ୍ରସବ ବେଦନା ଭୋଗୁ ଥିବା ମହିଳାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବାରମ୍ବାର ବାରମ୍ବାର ନିବେଦନ କରିବା ପରେ ସୁଦ୍ଧା ଗାଁକୁ ଆସିଲାନି ଆମ୍ବୁଲାନ୍ସ । ୮ ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ବାଧ୍ୟହୋଇ ଏକ କାର ଭଡ଼ା କରି ଗର୍ଭବତୀ…

୧୮ ମାସର କୁନି ପୁଅ ଉତ୍ତମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ।

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନାର ଜିତେନ୍ଦ୍ର କୁମାର ବେହେରାଙ୍କ ୧୮ ମାସର ପୁଅ ଉତ୍ତମ କୁମାର ବେହେରା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଜଣାପଡିଛି. ଏଠାରେ ସୂଚନାଯୋଗ୍ୟଯେ, ଉତ୍ତମ ୧୮ ମାସ ବୟସରେ ନିଜ ଗ୍ରାମ ଠାରୁ ଦେଶ, ନେତାଙ୍କ ନାମ, ଏ ଠାରୁ ଜେଡ୍,…

ଗଜପତିରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ: ଜିଲ୍ଲାପାଳ

ଆର,ଉଦୟଗିରି,(ମନୋଜ ପାଢୀ):- ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ । ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ…

ଦୃଶ୍ୟମାନ ନୀଳ ଆକାଶ

ଆକାଶରେ ଧଳା, ଫୁଲିଥିବା ମେଘ ଏବଂ ଦୃଶ୍ୟମାନ ବିଦ୍ୟୁତ୍ ତାର ସହିତ ଏକ ସ୍ପଷ୍ଟ ନୀଳ ଆକାଶକୁ କଏଦ କରାଯାଇଛି l ଯାହା ଏକ ପଥରା ସହରାଞ୍ଚଳ ପରିବେଶରେ ଏକ ଦିନର ଦୃଶ୍ୟକୁ ବିଦ୍ୟୁତ୍ ତାରର ଉପସ୍ଥିତି ଏକ ଜନବସତି ଅଞ୍ଚଳର ଭିତ୍ତିଭୂମିକୁ ଉଜ୍ଜ୍ୱଳ ନୀଳ ଆକାଶ ଏବଂ ଭଲ ଭାବରେ ପରିଭାଷିତ…

ଆକାଶରେ ରଙ୍ଗୀନ ମେଘ ସହିତ ଏକ ସୁନ୍ଦର ସୂର୍ଯ୍ୟାସ୍ତ

ଆଜି ଆକାଶରେ ରଙ୍ଗୀନ ମେଘ ସହିତ ଏକ ସୁନ୍ଦର ସୂର୍ଯ୍ୟାସ୍ତକୁ ଆମ କ୍ୟାମେରା ରେ କଏଦ ହୋଅଛି l ଏକ ସାଧାରଣ ଏବଂ ପ୍ରାୟତଃ ଚମତ୍କାର ପ୍ରାକୃତିକ ଘଟଣା। ମେଘରେ ସ୍ପନ୍ଦନଶୀଳ ରଙ୍ଗ, ବିଶେଷକରି ଲାଲ, କମଳା ଏବଂ ହଳଦିଆ, ଆଲୋକ ବିଚ୍ଛୁରନର ଫଳାଫଳ। ଅତି ମନୋଲୋଭା ଦୃଶ୍ୟ l ସୂର୍ଯ୍ୟୋଦୟ ଏବଂ…

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଆଲୁମିନ ମିଟ

ଭଞ୍ଜନଗର,(ବବି ରଥ):- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଉଁଶଲୁଣ୍ଡି ପଞ୍ଚାୟତ ରେ ଥିବା ସର୍ବ ପୁରାତନ ଭଗବାନ ଶ୍ରୀ ସତ୍ୟସାଇ ସେବା ସଂଗଠନ ହେଉଛି ଏହି ଅଞ୍ଚଳ ପାଇଁ ପ୍ରତେକ କ୍ଷେତ୍ର ରେ ସେବା ଦେଇ ଆସୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ବେଶ ପରିଚିତ. ଏହି ମନ୍ଦିର ପରିବେଶରେ ଗଢି ଉଠିଥିବା…

ଭଙ୍ଗାଘରେ ବିତୁଛି ଜୀବନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୪ ନମ୍ବରୱାର୍ଡ ରାଜାବଜାର ସୀତାରାମକଲୋନିରେ ରହୁଥିବା ଆଦିକନ୍ଦ ସାହୁଜଣେ ଦୃଷ୍ଟି ହୀନ ତବଲା ବାଦକ। ସେବିଭିନ୍ନ ସ୍ଥାନରେ ତବଲା ବଜାଇ ନିଜ ଗୁଜରାଣ ମେଣ୍ଟାଇଥାନ୍ତି। ସରକାରୀ ସହାୟତା ଭାବେ ମାସକୁ ୨୦୦୦ ଟଙ୍କା ଭତ୍ତା…

ମହାମାୟୀ କଲେଜରେ ଛାତ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,(ବିଚିତ୍ର ସାହୁ):- ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଭୟ ଗାନ୍ଧୀନଗର ତଥା ମିନାକ୍ଷୀ ନଗର କାମ୍ପସ୍ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ଆଭ୍ୟନ୍ତରିଣ ସମସ୍ୟା ତଥା ଯୌନ ଉତ୍ପୀଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷା ଡ. ନିବେଦିତା…

ସମ୍ମାନିତ ହେଲେ ୪ଜଣ କୃତୀ ଛାତ୍ରଛାତ୍ରୀ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ.ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତ ଏବଂ ବ୍ଲକ୍ ସ୍ତରରେ ସର୍ବାଧିକ ନମ୍ବର ରଖି ଚାରି ଜଣ ଛାତ୍ରଛାତ୍ରୀ ଗଞ୍ଜାମ ଗଜପତି ମିଳିତ ଶବର ବନ୍ଧୁ ସଂଗଠନ…

ପିପୁଲ୍ସ କଲେଜର ଗଠିତ ହେଲା ଅଭ୍ଯନ୍ତରୀଣ ଅଭିଯୋଗ କମିଟି (ଆଇ ସି ସି)

ବୁଗୁଡା(ସୋରେନ କୁମାର ପ୍ରଧାନ):- ସମ୍ପ୍ରତି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁଯାୟୀ…
error: Content is protected !!