ପାରଳାଖେମୁଣ୍ଡି ସହର ୧୫ ନଂ ୱାର୍ଡ ସ୍ଥିତ ଦୋଳବନ୍ଧର ସୌନ୍ଦର୍ଯ୍ୟ କରଣ ପାଇଁ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ ।

ଆର,ଉଦୟଗିରି,(ମନୋଜ ପାଢୀ):- ପାରଳାଖେମୁଣ୍ଡି ଦୋଳବନ୍ଧ କମିଟି ପକ୍ଷରୁ ଦୋଳବନ୍ଧର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ରହ୍ମପୁର ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପାରଳାଖେମୁଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିବା…

ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନା ସରସ୍ବତୀ ଶିଶୁ ବିଦ୍ୟମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଜପତି ଜିଲ୍ଲା ପ୍ରଚାର ପ୍ରମୁଖ…

ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ଆଇସିସି କମିଟି ଗଠିତ

ତୁମୁଡ଼ିବନ୍ଧ :୧୯/୭ :(ସୁକାନ୍ତ କୁମାର ତ୍ରିପାଠୀ)ତୁମୁଡ଼ିବନ୍ଧ ନେତାଜୀ ସୁବାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି। ଏଥିରେ ସଂଯୋଜିକା ଭାବେ ଇଂରାଜୀ ଅଧ୍ୟାପିକା ରୀନା ମାହାନ୍ତି ଓ ଅଧ୍ୟକ୍ଷ ଡ ବିଶ୍ୱେଶ୍ୱର୍ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥଲେ।ସଦସ୍ୟ…

ସ୍ୱାସ୍ଥ୍ୟ ସଦନ ଦ୍ୱାରା ବ୍ରହ୍ମପୁରରେ ଥାଇରଏଡ୍ ବ୍ୟାଧି ଉପରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, ୨୦ ଜୁଲାଇ ୨୦୨୫ (ବିଚିତ୍ର ସାହୁ): ଆଜି ୫ମ ଦକ୍ଷିଣ ଓଡ଼ିଶା ଥାଇରଏଡ୍ ସିମ୍ପୋଜିୟମ୍, ଥାଇରଏଡ୍ ବ୍ୟାଧିର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଥିବା ଏକ ରାଜ୍ୟସ୍ତରୀୟ ସମ୍ମିଳନୀ, ବ୍ରହ୍ମପୁରର IMA ହଲ୍‌ରେ ଉଦ୍ଘାଟିତ ହୋଇଛି। ଏହି ସମ୍ମିଳନୀ ବ୍ରହ୍ମପୁରର ସ୍ୱାସ୍ଥ୍ୟ ସଦନର…

ମୋହନାରେ ୯ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଆର,ଉଦୟଗିରି,(ମନୋଜ ପାଢୀ):- ଶୁକ୍ରବାର ମୋହନା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଛି l ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ…

ସାମ୍ପ୍ରତିକ ପରିସ୍ଥିତି ରେ ଶୃଙ୍ଖଳା ଗତ ପଦକ୍ଷେପ

ଭଞ୍ଜନଗର,(ବବି ରଥ):- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଭାବି ଘୁମୁସର ଜିଲ୍ଲା ହେବାକୁଥିବା ଏହି ଐତିହାସିକ ସହର କୁ କିଏବାନଜାଣେ, ଯେଉଁ ଅଞ୍ଚଳ ରେ ଦିନ -ରାତି ପ୍ରତେକ ସମୟ ରେ ଚଳଚଞ୍ଚଳ ରହୁଥିବା ପରିବେଶ ଏବେ ସତରେ ନିରବୀ ଯାଇଛି ପ୍ରଶାସନ ର ପଦକ୍ଷେପ ରେ. ଆପଣ ତାର ବାସ୍ତବ ଚିତ୍ର…

ସ୍ଲୋଗ :ବାଇକ୍ ଓ କୁନା ମଧ୍ୟରେ ମୂହାମୁହିଁ ଧକ୍କା , ଜଣେ ମୃତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ବାଇକ୍ ଓ ଲୋନା ମଧ୍ୟରେ ମୂହାମୁହିଁ, ଚାଳକ ମୃତ ,ବାଇକ୍ ଚାଳକ ବାଇକ୍ ଛାଡି ଫେରାର । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ବାଉଳିଆ ଗ୍ରାମର ପ୍ରଫୁଲ୍ଲ ସାହୁ l ପ୍ରତ୍ୟେକ ଦିନ ଭଳି ଆଜି ଗଜପତି ଜିଲ୍ଲା କୁ ଆସି ପନି ପରିବା ବ୍ୟବସାୟ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା , ୧୩୯ଟି ପ୍ରକଳ୍ପ ପ୍ରଦର୍ଶିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ୨୮ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ…

ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ସାଧାରଣ ଅଧିବେଶନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବାଘୂଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ଏକ ସାଧାରଣ ଅଧିବେଶନ ଶନିବାର ଦିନ ବୁଗୁଡ଼ା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳ…

ଗଜପତି ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାର ଶୁଣାଣି କଲେ ଆଇଜି

ଆର,ଉଦୟଗିରି:(ମନୋଜ ପାଢୀ):- ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଆସିଥିଲା। ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ଗୃହରକ୍ଷୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଗୁଡ଼ିକର ଶୁଣାଣି…
error: Content is protected !!