ତେନ୍ତୁଳି ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ।

ଆର,ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତାଳମଣ୍ଡା ଗ୍ରାମର ମୁଖ୍ୟ ରାସ୍ତା ରେ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହେଇ ଯାଇଛି। ଯାହା ଫଳରେ ଉକ୍ତ ରାସ୍ତା ରେ ଯାତାୟତ ଠପ୍ ହୋଇ ଯାଇଥିଲା। ପରେ ଖବର ପାଇ ରାୟଗଡ ଅଗ୍ନିଶମ ବାହିନୀର ଯବାନ ମାନେ ପହଞ୍ଚି ଉକ୍ତ ଗଛଟି କୁ କାଟି ରାସ୍ତା ଅବରୋଧ ହଟାଇ ଥିଲେ। ଯାହାକୁ ନେଇ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅପରାହ୍ନ ପାଞ୍ଚଟା ବେଳେ ଏ ନେଇ ସୂଚନା ପ୍ରଦାନ କରାଯାଇଛି।

You might also like
error: Content is protected !!