ଶ୍ରୀକର ଭଞ୍ଜ ଓପେନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୁଲ୍ୟ ରେ ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ୍ସ ସ୍ୱେଚ୍ଛାସେବୀ ଛାତ୍ରୀ…

ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନ୍ ମହାତ୍ମା ଗାନ୍ଧି ଷ୍ଟାଡିୟମ୍

ବ୍ରହ୍ମପୁର,(ବିଚିତ୍ର ସାହୁ):- ଗଞ୍ଜାମ, ଓଡ଼ିଶା ଗଞ୍ଜାମ ଜିଲ୍ଲା ସବ ଜୁନିଅର ବାଳକ ଓ ବାଳିକା ବକ୍ସିଂ ଦଳର ରାଉରକେଲା ଯାତ୍ରା ଆସନ୍ତା ୨6/୦୭/୨୦୨୫ ଓ ୨୭/୦୭/୨୦୨୫ ରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ବାଳକ ଓ ବାଳିକ ବକ୍ସିଂ ପ୍ରତିଯୋଗିତା…

ଡିଏଭି ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍କାଉଟ୍ ଗାଇଡ୍ ଓ ନାଗରିକଙ୍କ ଦ୍ୱାରା ସଡ଼କ ମରାମତି ଏକ ଦୃଷ୍ଟନୀୟ ସାମାଜିକ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ଡିଏଭି ପବ୍ଲିକ୍ ସ୍କୁଲ, ବ୍ରହ୍ମପୁରର ସ୍କାଉଟ୍,ଓ ଗାଇଡ୍ ଛାତ୍ରଛାତ୍ରୀମାନେ ଶୁକ୍ରବାର ନାଗରିକମାନଙ୍କ ସ‌ହଯୋଗରେ ବିଦ୍ୟାଳୟ ସମୀପସ୍ଥ ଏକ ଅତ୍ୟଧିକ ବ୍ୟସ୍ତ ଓ ଜଣସାଧାରଣ ବ୍ୟବହୃତ ରାସ୍ତାକୁ ମରାମତି କରି ଏକ ଦୃଷ୍ଟନୀୟ ଓ ପ୍ରଶଂସନୀୟ ସାମାଜିକ…

ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ସଦରମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତା ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…

ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଞ୍ଚ କାରବର ଅଭିଯୋଗ ।( ୪ଜଣିଆ ଟିମ୍ ର ଖୋଳତାଡ)

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମମୃତ୍ୟୁ ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ପରେ ଗୁରୁବାର ଏହାର ତଦନ୍ତ ଏକ ୪ ଜଣିଆ ଟିମ୍ କରୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ନିଦ୍ଦେଶରେ ଏହି ଟିମ୍ ଗୋଷ୍ଠୀ…

୭୯ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,୨୫/୭ନ୍ୟୁଜ ନର୍ଭ: ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ୪ଘଣ୍ଟା ୩୦ମିନିଟ୍ ରେ ଅତିରିକ୍ତ ଉପଜିଲ୍ଲାପାଳ ଛତ୍ରପୁର ତଥା ଭାରପ୍ରାପ୍ତ ବ୍ରହ୍ମପୁର ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଙ୍କ ଅଧ୍ୟକ୍ଷତାରେ…

ସମଗ୍ର କନ୍ଧମାଳ ଜିଲ୍ଲାରେ ଘୁରି ବୁଲୁଛି ନକଲି ପାଞ୍ଚଶହ ଟଙ୍କିଆ ନୋଟ : ବ୍ୟବସାୟୀଙ୍କୁ ସତର୍କ କଲା ବଣିକ ସଂଘ

କନ୍ଧମାଳ,୨୫/୦୭:(ସୁକାନ୍ତ କୁମାର ତ୍ରିପାଠୀ) ସମଗ୍ର କନ୍ଧମାଳ ଜିଲାର ବିଭିନ୍ନ ଟାଉନ ସମେତ ଗ୍ରାମାଞ୍ଚଳ ରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି ଏଭଳି ନକଲି ନୋଟ୍‌…
error: Content is protected !!