ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତ

ବ୍ରହ୍ମପୁର, ୩୧/୦୭/୨୫- ସ୍ଥାନୀୟ ସାନ ବଜାର ନିକଟସ୍ଥ ହନୁମାନ ବଜାର କସ୍ତୁରୀ ଦାସ ମଠରେ ରlମନନ୍ଦ ସତସଙ୍ଗ ଗଞ୍ଜାମ ଶାଖା ତରଫରୁ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ପ୍ରଭlତରେ ମଙ୍ଗଳl ରୋପଣ ପୂଜ୍ୟ ପୂର୍ବକ ବାବା ନରହରି ଦାସ ବ୍ୟlସତ୍ୱରେ ସୁଣ୍ଡରlକଣ୍ଡ ପରାୟଣ…

ଜିଲ୍ଲା ପ୍ରଶାସନ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ମଧ୍ୟରେ ନିଯୁକ୍ତି ଭିତ୍ତିକ ଚୁକ୍ତି

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ମଧ୍ୟରେ ପାରଳାଖେମୁଣ୍ଡି ଠାରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଅଛି । ଏହି ଚୁକ୍ତି ସ୍ୱାକ୍ଷରିତରେ ଜିଲ୍ଲା ତଥା…

ପ୍ରଧାନ ଶିକ୍ଷକଙ୍କ ଦୁର୍ନୀତିର ତଦନ୍ତ ଦାବି କରି ପୂର୍ବତନ ସରପଞ୍ଚଙ୍କ ଅନଶନ ଧର୍ମଘଟ ୨ୟ ଦିନରେ ପହଞ୍ଚିଲା ।

ଆର,ଉଦୟଗିରି (ମନୋଜ ପାଢୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନଶିକ୍ଷକଙ୍କ ବିଭିନ୍ନ ଦୁର୍ନୀତିର ପର୍ଦାଫାଶ ଓ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରି ଜଣେ ପୂର୍ବତନ ସରପଞ୍ଚ ଅନଶନ ଧର୍ମଘଟ ଆରମ୍ଭ…

ଭାରସାମ୍ୟ ହରାଇ ରାସ୍ତା କଡଗଛକୁ। ପିଟିଲା ସାପ୍ତାହିକ ହାଟ ଗାଡ଼ି

ଆର,ଉଦୟଗିରି(ମନୋଜ ପାଢୀ):- ଆଜି ସନ୍ଧ୍ୟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ ଗଛକୁ ପିଟିଲା ସାପ୍ତାହିକ ହାଟ ଗାଡ଼ି । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପରିମଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ରା.ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି । ସାପ୍ତାହିକ ହାଟ…

ବାପୁଜୀ ଜୁନିୟର କଲେଜ ପରିସରରେ ଆଲୋଚନାଚକ୍ର

କୋଟଗଡ,୩୦/୦୭:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ବାପୁଜୀ ଜୁନିୟର କଲେଜ ପରିସରରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଆଡମ୍ବର ସହ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ନାରୀ ସୁରକ୍ଷା ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ଭୁବନେଶ୍ୱର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ Iଏହି ମାମଲାରେ ମହମ୍ମଦ ଜାମ୍, ମୋହିତ ଓ ବାମତି ଆଦି ୩ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଏମାନେ ସମସ୍ତେ ଉତ୍ତର ପ୍ରଦେଶ ଫତେପୁର ସିକ୍ରି ଅଞ୍ଚଳର ବୋଲି ଜଣାଯାଇଛି।…

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ରେଳମଣ୍ଡଳ ସାଂସ୍କୃତିକ ସଂଗଠନର ରୂପାନ୍ତରଣ _ଉନ୍ନତ ମାନର ବାଦ୍ୟଯନ୍ତ୍ର ସହିତ ନୂତନ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଏବଂ ସୃଜନଶୀଳ ମନୋରଞ୍ଜନକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଆଜି ଏହାର ରେଳମଣ୍ଡଳ ସାଂସ୍କୃତିକ…

ମହେନ୍ଦ୍ରଗିରିରେ କାଉଡିଆଙ୍କ ମ୍ୟାକ୍ସପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, 6 ଆହତଙ୍କ ମଧ୍ୟରୁ 2 ଗୁରୁତର

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ପୁରାଣପ୍ରସିଦ୍ଧ ମହେନ୍ଦ୍ରଗିରିରେ ଦୁର୍ଘଟଣା । ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରିକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଏକ ମ୍ୟାକ୍ସପିକଅପରେ 20 ଜଣ କାଉଡିଆ ମହେନ୍ଦ୍ରଗିରି ଶିଖରରେ ଜଳାଭିଷେକ କରି ଫେରୁ ଥିବା ବେଳେ ଦୁର୍ଘଟଣାର ଶିକାର…

ଜମିଜୁମା ବିବାଦକୁ କେନ୍ଦ୍ରକାରୀ ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର, ପ୍ରଶ୍ନନ ଦାଶ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ହାଣ୍ଡିଘର ଗ୍ରାମରେ ରାତି ରେ ଗାଁ ଦାଣ୍ଡରେ ଚାରିଜଣ ଙ୍କୁ ଖଣ୍ଡରେ ହାଣିବା ଘଟଣାରେ ପୋଲିସକୁ ମିଳିଛି ସଫଳତା l ଗୋଟିଏ ଖଣ୍ଡା ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ଚରଣ…
error: Content is protected !!