ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତ

ବ୍ରହ୍ମପୁର, ୩୧/୦୭/୨୫[ବିଚିତ୍ର ସାହୁ]- ସ୍ଥାନୀୟ ସାନ ବଜାର ନିକଟସ୍ଥ ହନୁମାନ ବଜାର କସ୍ତୁରୀ ଦାସ ମଠରେ ରlମନନ୍ଦ ସତସଙ୍ଗ ଗଞ୍ଜାମ ଶାଖା ତରଫରୁ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତ ପ୍ରଭlତରେ ମଙ୍ଗଳl ରୋପଣ ପୂଜ୍ୟ ପୂର୍ବକ ବାବା ନରହରି ଦାସ ବ୍ୟlସତ୍ୱରେ ସୁଣ୍ଡରlକଣ୍ଡ ପରାୟଣ କରାଯାଇଥିଲା। ଅନନ୍ତର ଡ ହରିହର ଦାସ ଙ୍କ ସଭାପତିତ୍ବ ରେ ସତସଙ୍ଗ ସଭା ଅନୁଷ୍ଠିତ ହୋଇଥିଲା ଗୋସ୍ୱାମୀ ତୁଳସୀ ଦାସ ତତ୍କାଳୀନ ମଧ୍ୟ ଯୁଗୀୟ ଅନ୍ଦଲୋନରେ ସଂସ୍କାରକ ଭୂମିକା ନିର୍ବାହ କରି ସଂଜ।ମସ୍ତ ଶ୍ରୀରାମ ଚରିତମାନସ ସମେତ ପ୍ରାୟ ୩୦ ଗୋଟି ଶାସ୍ତ୍ର ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତରଚନା କରି ସମାଜକୁ ଜାଗୃତ କରୁଥିଲେ ବୋଲି କୋହିଥିଲେ। ଏହି କାର୍ଯ୍ୟକ୍ରମରେ ମହନ୍ତ ଚିନ୍ମୟ ନନ୍ଦ ଦାସ, ସ୍ବାମୀ ହରି ଶରଣlନନ୍ଦ ସରସ୍ୱତୀ, ମହନ୍ତ ଭକ୍ତି ଚରଣ ଦାସ, ମହନ୍ତ ମହନ୍ତ ନରସିଂହ ଦାସ, ମହନ୍ତ ଧର୍ମାନନ୍ଦ ଦାସ, ବାବା ବିଶ୍ବମ୍ବର ଦାସ , ବାବା ପ୍ରେମାନନ୍ଦ ଦାସ, ଙ୍କ ସମେତ ତୁଳସୀ ଙ୍କ ଦର୍ଶନ ସଲଲିତ ଉପରେ ଆଲୋଚନା କରିଥିଲେ।ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତ ମହନ୍ତ କାଶୀରାମ ଦାସ ମହାରାଜ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ l

Smart Computer Ad
You might also like
error: Content is protected !!