ଭୁବନେଶ୍ୱର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ Iଏହି ମାମଲାରେ ମହମ୍ମଦ ଜାମ୍, ମୋହିତ ଓ ବାମତି ଆଦି ୩ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଏମାନେ ସମସ୍ତେ ଉତ୍ତର ପ୍ରଦେଶ ଫତେପୁର ସିକ୍ରି ଅଞ୍ଚଳର ବୋଲି ଜଣାଯାଇଛି। ଇଣ୍ଡିଗୋ୬-ଇ-୧୦୬୬ ଫ୍ଲାଇଟରେ ଯାତ୍ରା କରୁଥିଲେ

You might also like
error: Content is protected !!