ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଲେ ପିଅନ, ଘଟଣା ଜଣାପଡ଼ିବା ପରେ

ଆର,ଉଦୟଗିରି(ମନୋଜ ପାଢୀ):- ଆର୍‌.ଉଦୟଗିରି RWSS ଯନ୍ତ୍ରୀଙ୍କୁ ବୋତଲରେ ପାଣି ବଦଳରେ ପରିସ୍ରା ଦେଇଛନ୍ତି ଜଣେ କର୍ମଚାରୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଗତ ୨୨ ତାରିଖରେ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ ଯୋଗଦେଇଥିଲେ ଯନ୍ତ୍ରୀ ସଚିନ ଗୌଡ଼। ୨୩ରେ…

ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ

ଆର,ଉଦୟଗିରି (ମନୋଜ ପାଢୀ):- : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଆଜି ବିଶ୍ୱ ମାନବ ଚାଳନା ବିରଧ ଦିବସ ପାଳନ କରାଯାଇଛି ଭାରତ ବର୍ଷରେ ହେଉଥିବା ମାନବ ଓ ଶିଶୁ ଚାଳନ ବହୁତ ମାତ୍ରାରେ ହେଉଛି ଏବଂ ଛୋଟ ଶିଶୁ ମାନଙ୍କୁ ଦୁଷ୍କର୍ମ ହେଉ ବା ଛୋଟ ପିଲାମାନଙ୍କ କାମ କରିବା ପ୍ରତି…

ପାରଳା ବିଧାୟକ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କଲେ।

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଖ୍ୟସ୍ଥଳ ନୂଆ ବସ୍ ଷ୍ଟାଣ୍ଡ ନିକଟ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଥିଲେ।୭୦ ଲକ୍ଷ୍ୟ ଟଙ୍କା ଅଟକଳରେ ନିର୍ମିତ ଏହି ବନ୍ଧର ନିର୍ମାଣ…

ଗଜପତି ଜିଲ୍ଲାପାଳ ଙ୍କୁ ଭେଟିଲେ ମୋହନା ବିଧାୟକ ଦାଶରଥି

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି -ଗତ କିଛି ଦିନ ତଳେ ଗଜପତି ଜିଲ୍ଲା ପୂର୍ବତନ ଜିଲ୍ଲାପାଳ ବିଜୟ ଶଙ୍କର ଦାସଙ୍କ ସ୍ଥାନରେ ଜିଲ୍ଲାପାଳ ନିଯୁକ୍ତ ହୋଇଥିବା ନବ ନିଯୁକ୍ତ ଜିଲ୍ଲାପାଳ ସୁଶ୍ରୀ ମଧୁସ୍ମିତା ଙ୍କୁ ଭେଟିଲେ ମୋହନା ବିଧାୟକ ଦାଶରଥି ଗମାଙ୍ଗ। ସେ…

ରାକ୍ଷୀପୂର୍ଣ୍ଣିମା ପାଇଁ ବୁଗୁଡ଼ା ଚଳଚଞ୍ଚଳ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ପ୍ରଭୁ ବଳଦେବ ଜିଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥିବା ରକ୍ଷାବନ୍ଧନ ଉତ୍ସବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଆୟୋଜିତ

ବାଲିଗୁଡା:୦୧/୮ :(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଚଳିତ ଶିକ୍ଷାବର୍ଷର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ର ସମ୍ପାଦକ ତୀର୍ଥବାସୀ ଘଡେଇ ଉପଖଣ୍ଡର…

ବାଲିଗୁଡା ଏନଏସି ରେ କାଉନସିଲ ବୈଠକ

ବାଲିଗୁଡା:୦୧/୮ :(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ଗତକାଲି ବାର ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ…

ସନ୍ଥ ଶିରୋମଣି ଗୋସ୍ବାମୀ ତୁଳସୀ ଦାସଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ

କାଶୀର ପ୍ରହ୍ଲାଦ ଘାଟରେ ଅବସ୍ଥାନ କରୁଥିବା ସମୟରେ ଗୋସ୍ୱାମୀ ତୁଳସୀ ଦାସ ପ୍ରତିଦିନ ବାଲ୍ମୀକି ରାମାୟଣ ପ୍ରବଚନ ଶୁଣିବାକୁ ଯାଉଥିଲେ । ସେ ସ୍ଥାନକୁ ହନୁମାନ ରୂପ ବଦଳେଇ କଥା ଆରମ୍ଭର ସମସ୍ତଙ୍କ ଆଗରୁ ଆସି ପହଞ୍ଚନ୍ତି ଏବଂ ସମସ୍ତେ ଚାଲିଯିବା ପରେ ଯାଆନ୍ତି । ଗୋଟିଏ ପ୍ରେତର ସୂଚନା…

ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ

ଆର,ଉଦୟଗିରି(ମନୋଜ ପାଢୀ):- : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଆଜି ବିଶ୍ୱ ମାନବ ଚାଳନା ବିରଧ ଦିବସ ପାଳନ କରାଯାଇଛି ଭାରତ ବର୍ଷରେ ହେଉଥିବା ମାନବ ଓ ଶିଶୁ ଚାଳନ ବହୁତ ମାତ୍ରାରେ ହେଉଛି ଏବଂ ଛୋଟ ଶିଶୁ ମାନଙ୍କୁ ଦୁଷ୍କର୍ମ ହେଉ ବା ଛୋଟ ପିଲାମାନଙ୍କ କାମ କରିବା ପ୍ରତି…

ପାଞ୍ଚ ଗୋଟି ଦାବି କୁ ନେଇ ଜିଲ୍ଲାପାଳ ଙ୍କ ଅଫିସ ସମୁକରେ ଧାରଣ ରତ ସରପଞ୍ଚ ଜିଲାପାଳ ଙ୍କ ପ୍ରତିଶ୍ରୁତି ପରେ ଧାରଣା ରୁ…

ଆର,ଉଦୟଗିରି(ମନୋଜ ପାଢୀ):- ରାୟଗଡ ଏସ.ଏସ.ଡି ବିଦ୍ୟାଳୟ ଠାରେ ଚାଲିଥିବା ଅନିୟମିତତା ବିଷୟରେ ଦୀର୍ଘ ଦିନ ଧରି ଅଭିଯୋଗ ଦେଇ ଆସୁଥିଲେ ମଧ୍ୟ କୌଣସି ସୁଧାର ନ ହେବାରୁ ସୋମବାର ଠାରୁ ୪ ଦିନ ଧରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାଞ୍ଚ ଗୋଟି ଦାବୀ କୁ ନେଇ ଧାରଣରେ ବସି…
error: Content is protected !!