ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଓ କର୍ମ କର୍ତ୍ତା ଚୟନ

ବାଲିଗୁଡା : ୦୬/୦୮:(ସୁକାନ୍ତ କୁମାର ତ୍ରିପାଠୀ) ସ୍ଥାନୀୟ ବନବାସୀ ସେବା ସମିତି ସଭା ଗୃହ ଠାରେ ଗତକାଲି ବାଲିଗୁଡ଼ା ବରିଷ୍ଠ ନାଗରିକ ସଙ୍ଘର କର୍ମ କର୍ତ୍ତା ଚୟନ ହୋଇଯାଇଛି ଜିଲ୍ଲା ସଭାପତି ଶ୍ରୀ ସର୍ବେଶ୍ଵର ମିଶ୍ର ଓ ସଂପାଦକ ଶ୍ରୀ ପଦ୍ମ ଚରଣ ସାହୁଙ୍କ ଦ୍ଵାରା ନିର୍ବାଚନ କରାଯାଇ ସର୍ବ…

ଫସଲ ବୀମା ରଥ ଉଦଘାଟିତ ଗଞ୍ଜାମ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଚାଷୀ ମାନଙ୍କ ଫସଲ ସୁରକ୍ଷା ପାଇଁ ଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର "ବୀମା ରଥ"ଉଦଘାଟିତ ହୋଇ ଯାଇଛି। ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ ଅଜୟ କୁମାର କର ପତାକା ଦେଖାଇ ଏହି ପ୍ରଚାର ରଥ ର ଶୁଭାରମ୍ବ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଫସଲ…

ଭାରତର ନେତୃତ୍ୱରେ ଆରମ୍ଭ ହେବ ସାର୍କ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ

ଭୁବନେଶ୍ୱର/କଲୋମ୍ବୋ,/ପିଆଇବି:- ସାର୍କ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ ଜୀବିକାରେ ଉନ୍ନତି ଏବଂ ପୋଷଣ ସୁରକ୍ଷା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ପ୍ରକଳ୍ପର ନାମ ‘‘ଆକ୍ୱାଲାଇଭଲିହୁଡ୍ ବା ଜଳଜ ଜୀବିକା : କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ…

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବା ଉପଲବ୍ଧତାକୁ କିପରି ପରିବର୍ତ୍ତନ କରିପାରିଛି ସେ…

ଭୁବନେଶ୍ୱର, 05/07/25 ପିଆଇବି :-ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗରିବ ଲୋକଙ୍କ ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ କିପରି ପରିବର୍ତ୍ତନ କରିପାରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଲେଖା ଶେୟାର କରିଛନ୍ତି । ଏହି ଯୋଜନା ବ୍ୟାଙ୍କ ସେବାକୁ ଉପଯୋଗ କରୁଥିବା ଏବଂ…

ଅବସର କାଳୀନ ସମ୍ବଦ୍ଧନା ଉତ୍ସବ

  ନୟାଗଡ଼,(ପ୍ରଭାକର ଶିରୋମଣି):-  କଣ୍ଟିଲୋ ନିକଟସ୍ଥ ପଥର ଚକଡା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ,ମାଧପୁରରେ ୩୭ ବର୍ଷ ହେଲା ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ ରତ ପ୍ରମୋଦ କୁମାର ପ୍ରଧାନ ଗତ ମେ ମାସ ୩୧ ତାରିଖ ରେ ଅବସର ଗ୍ରହଣ କରିଥିଲେ l ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାର ୧…

ବୋଲବମ ଶେଷ ପାଳିରେ କାଉଡିଆ

 ନୟାଗଡ(ପ୍ରଭାକର ଶିରୋମଣି):-    ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ପାଇଁ କଣ୍ଟିଲୋ ଅଞ୍ଚଳ ରେ ଆଜି ରବିବାର ଶତାଧିକ କାଉଡିଆ ଙ୍କୁ ଦେଖିବାକୁ ମିଳିଥିଲା l ଚଳିତ ବର୍ଷ ମହାନଦୀ କୂଳରେ ଥିବା ଘାଟ ମାନଙ୍କରେ ବିଗତ ସୋମବାର ପାଇଁ ଆସିଥିବା ଲକ୍ଷାଧିକ କାଉଡିଆ ପ୍ରଭୁ ଶ୍ରୀ ନୀଳମାଧଵ ଙ୍କୁ…

ନୂଆ ନିୟମ, ପ୍ରଭାବିତ ହେବ ୟୁପିଆଇ ଓ ବ୍ୟାଙ୍କ ନେଣଦେଣ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବଦଳିଲା ତାରିଖ, ବଦଳିଲା ନିୟମ । ଆଜିଠାରୁ କିଛି ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏହା ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍…

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବ୍ୟାପକ ସ୍ୱଚ୍ଛତା ଅଭିଯାନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- :ଖୋର୍ଦ୍ଧା ରୋଡ୍, 01 ଅଗଷ୍ଟ 2025:ଭାରତୀୟ ରେଳବାଇର ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ସ୍ୱାଧୀନତା ଦିବସ ପାଳନ ଏବଂ ବ୍ୟାପକ ଜାତୀୟ ସ୍ୱଚ୍ଛ ଭାରତ ମିଶନ ସହିତ ସମନ୍ୱୟ ରଖି ଏକ ବ୍ୟାପକ ସ୍ୱଚ୍ଛତା…

ହାଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୁଗୁଡା,(ସୋରେନ କୁମାର ପ୍ରଧାନ):- : ବୁଗୁଡା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଅବସର ଗ୍ରହଣ କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଶତପଥୀଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।…
error: Content is protected !!