୧୧ତମ ଜାତୀୟ ହସ୍ତତନ୍ତ ଦିବସ : ଭାରତର ସମୃଦ୍ଧ ପରମ୍ପରାର ସମାରୋହ

"ଆମ ଦେଶର ସମୃଦ୍ଧ ଐତିହ୍ୟ ଏବଂ ହସ୍ତତନ୍ତର ଜୀବନ୍ତ ପରମ୍ପରା ପାଇଁ ଆମେ ବହୁତ ଗର୍ବିତ। ଆମେ ଆମର କାରିଗରମାନଙ୍କ ପ୍ରୟାସକୁ ମଧ୍ୟ ମୂଲ୍ୟ ଦେଉଛୁ, ଏବଂ 'ଭୋକାଲ୍ ଫର୍ ଲୋକାଲ' ପ୍ରତି ଆମର ପ୍ରତିବଦ୍ଧତାକୁ…

ବାଲିଗୁଡ଼ାରେ ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା : ୦୬/୦୮:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ପ୍ରଣୀତା ଦାସ ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି । ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ବିଭାଗୀୟ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଏହାପରେ ସେ…

ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ଢୁପା ସିକ୍ସ ଦଳ ଦିଜୟୀ

ବାଲିଗୁଡା:୦୬/୮:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ପଞ୍ଚମ ଦିନର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ…

ବୁଡ଼ାଗୁଡା ରେ ନୂତନ ପୋଲିସ ଫାଣ୍ଡି ଉଦଘାଟିତ

ବାଲିଗୁଡା:୦୬/୮ :(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଆଠ ବର୍ଷ ହେଲା ବନ୍ଦ ହୋଇ ରହିଥିବା ବୁଡ଼ାଗୁଡା ଫାଣ୍ଡି କୁ ନବ କଳେବର କରାଯାଇ ମଙ୍ଗଳବାର ଦିନ କନ୍ଧମାଳ ଏସ ପି ହରିଶ ବିଶି, ବାଲିଗୁଡା…

୭ ଅଗଷ୍ଟରେ ନୂଆଦିଲ୍ଲୀରେ ଏମ୍‌ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅର୍ନ୍ତଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ…

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୭ ତାରିଖ ସକାଳ ପ୍ରାୟ ୯ଟାରେ ନୂଆଦିଲ୍ଲୀର ଆଇସିଏଅ।।ର୍ ପିୟୁଏସ୍‌ଏ୍ ଠାରେ ଏମ୍‌ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ସେ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । …

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ଭାରତ ସରକାରଙ୍କ ଯୁଗାନ୍ତକାରୀ ଶିକ୍ଷାନୀତି ‘ଜାତୀୟ ଶିକ୍ଷାନୀତି -୨୦୨୦କୁ କାର୍ଯ୍ୟକାରୀ କରିବା ଦିଗରେ ଏନ୍‌.ସି.ଇ.ଆର୍‌.ଟି, ବିଶେଷକରି ଏହାର ପ୍ରମୁଖ ଅଂଶବିଶେଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ଇକ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି…
error: Content is protected !!