୭୯ ତମ ସ୍ୱାଧୀନତା ୭୯ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ସ୍ୱାଧୀନତା ତଥା ସୁରକ୍ଷା ପାଇଁ ଅମୂଲ୍ୟ ତ୍ୟାଗ ସହିଥିବା ବୀର ବରପୁତ୍ର ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି । ଏକତାର ବଳରେ, ଶାନ୍ତି ଓ ସୌହାର୍ଦ୍ଦ୍ୟ ପଥରେ ଆସନ୍ତୁ ସଭିଏଁ ବିକାଶର ଶିଖର ଛୁଇଁବା।
ଭାରତ ମାତା କି ଜୟ🙏🏻
ଜୟ ହିନ୍ଦ୍ 🇮🇳
