ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତ

ବାଲିଗୁଡା : ୧୫/୦୮:(ସୁକାନ୍ତ କୁମାର ତ୍ରିପାଠୀ)ଆଜି ସାରା ଭାରତ 79 ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ଧୂମଧାମ ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରବଣ କୁମାର ସାହୁକାର ସୁପେର୍ଟେଣ୍ଡ ପତକା ଉତ୍ତଳନ କରି ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ଡାକ୍ତର , ଫାର୍ମାସିଷ୍ଟ ,

ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତ

ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତଟେକନିସିଆନ, ଷ୍ଟାଫ୍ ନର୍ସ , ଆଶାଦିଦି,ଉପଖଣ୍ଡ ଚିକିତ୍ସାଳୟ ର ଅନ୍ୟାନ୍ୟ କାର୍ଯ୍ୟରତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ |

Smart Computer Ad
You might also like
error: Content is protected !!