ଜାଭିୟର୍ସ ସ୍କଲରେ ସ୍କାଉଟ ଓ ଗାଇଡ ତାଲିମ ସହ ଶପଥ ପାଠ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ବିଚିତ୍ର ସାହୁ):-
ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇନଭେସଚର ସେରମନି କାର୍ଯ୍ୟକ୍ରମ ସହ ଶପଥ ପାଠ କରାଯାଇଥିଲା । ଏଥିରେ ଜିଲ୍ଲା ତାଲିମ କମିଶନର ସ୍ଵପ୍ନାରାଣୀ ପାଣିଗ୍ରାହୀ ମୁଖ୍ୟ ଭାବରେ ଯୋଗ ଦେଇ!-->!-->!-->…