ଘୁମୁସର ଦିବସ

ଭଞ୍ଜନଗର,(ବବି ରଥ):-

, ପ୍ରଥମ ଥରପାଇଁ ବହୁତ ବର୍ଷ ର ଝଡଝଞ୍ଜା ପରେ ଏହି ଭାବି ଘୁମୁସର ଜିଲ୍ଲା ରେ ବହୁ ଆଡମ୍ବର ଭିତରେ ପାଳନ ହେବାକୁ ଯାଉଛି ଘୁମୁସର ବିକାଶ ପରିଷଦ, ଘୁମୁସର ଉର୍ଣ୍ଣୟନ ମଞ୍ଚ ସହିତ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଘୁମୁସର ଦିବସ. ସମସ୍ତ ଅଞ୍ଚଳ ବାସୀ ଙ୍କ ସହିତ ଜିଲ୍ଲା ବାହାରେ ରହୁଥିବା ତଥା ମାଟିସହିତ ଜଡିତ ଥିବା ସମସ୍ତ ଘୁମୁସରୀୟା ମାନଙ୍କ ସହଯୋଗରେ ଆଜି ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଆସନ୍ତା ଏହି ମାସ 11ତାରିଖ ରେ ସ୍ଥାନୀୟ RMC ସଭା ଗୃହରେ ସଭା ହେବାକୁ ନିଷ୍ପତି ଗ୍ରହଣ କରାଯାଇଛି. ଏହି ଦିବସ ର ମୁଖ୍ୟ ଲକ୍ଷ୍ୟ ଓଡ଼ିଆ ଭାଷା ଆନ୍ଦୋଳନ ର ଜନ୍ମ ମାଟି ରେ କିଭଳି ଭାଷା କୁ ନେଇ ଓଡିଶା ପ୍ରଦେଶ ର ଜନ୍ମ ତାହା ସମସ୍ତ ବୁଦ୍ଧିଜୀବୀ ମହଲରେ ଅପେକ୍ଷାରତ.

Smart Computer Ad
You might also like
error: Content is protected !!